ଚକ୍ର - ନାମ୍, କାମ୍ ଆଉ ଦାମ୍‎

ଚକ୍ର - ନାମ୍, କାମ୍ ଆଉ ଦାମ୍
‎--------
‎ଲୁହରେ ଓଦା ସବୁ ପ୍ରଶ୍ନ, ଭିଜା ଆଖି ଅତି ସୁନ୍ଦର?
‎ସନ୍ଧ୍ୟା ଘୋଡାଉଛି ଦୁଃଖ, ଖୋଲୁଛ ଯାହା ଭୋଗିବ,
‎ପେଟରେ ଭୋକ, ନାଭିକୁ ଦେଖି ଚାଲିଛ,
‎ଛାତିରେ କୋହ, ବକ୍ଷରେ ହାତ ଡେଉଛ,
‎ମୁଣ୍ଡରେ ବୋହିଲେ ବକ୍ଷ ଗରିବ,
‎କୋଦାଳ ଧରିଲେ ନିତମ୍ବ ଗରିବ,
‎ଛୁଆ କାନ୍ଦିଲେ, ସେକାହାର ପ୍ରସ୍ନ
‎ଠିକାଦାର ଅନେକ ଗରିବ ଝିଅର
‎ଗରିବ, ସମାନ ଶରୀର
‎ଦଳିତ, ସମାନ ମରଣ
‎ଆଇନ, ସଂସ୍କାର, ଧର୍ମ
‎ଅଲଗା ତୁମର, ମୋର
‎ସକାଳୁ ଖୋଜୁଛି କାମ 
‎ସନ୍ଧ୍ୟାରେ ମିଳେ ଦାମ
‎ସକାଳୁ ଖୋଜୁଛି ନାମ
‎ସନ୍ଧ୍ୟାରେ ବଦ+ନାମ
‎ଡୁଇଟ ଡେଭିଡ ଫିଳିପ
‎ଓକିଲ ସମାଜ ସେବକ
‎ଭବାନୀପଟଣା, କଳାହାଣ୍ଡି
‎dwitdavidphip@gmail.com
‎9437104303

edit

No comments:

Post a Comment

Contact Here

Name

Email *

Message *