ନ ଦେଖି ବିଶ୍ୱାସ, ବଡ ପ୍ରସ୍ତାବ
Tuesday, February 28, 2023
ନ ଦେଖି ବିଶ୍ୱାସ, ବଡ ପ୍ରସ୍ତାବ
----------
ସ୍ୱର୍ଗରେ ଦେଖା ହେବ, ଖ୍ରୀଷ୍ଟ ଧର୍ମର ଆସ୍ଥା
କୋଟି କୋଟିଙ୍କ ଥିବ ସେଠି ବ୍ୟବସ୍ଥା !
ମୁଁ ଯାଇ ରହିବି ବାପା ଯେଉଁଠି ଥିବେ, ମୋ ଇଚ୍ଛା,
ଅନ୍ୟର ବାପା ସଙ୍ଗେ ଦେଲେ କଣ ହେବ ମୋ ମନର ଅବସ୍ଥା,
ଉଦ୍ଭାବନ ଓ ଆବିଷ୍କାରର କରିବା ଅଟେ ଏହି ସ୍ଥାନ,
ମରଣ ଜାଏ କେଉଠିବି ନିଶ୍ଚିନ୍ତ ନୁହେଁ ମନ,
ଅନିଶ୍ଚକୁ ସୁନିଶ୍ଚ କରିବା ଧନ ଅଟେ ବିଜ୍ଞାନ,
ପରାଣର ଶେଷ ସ୍ଥାନ ଏକମତ ନୁହନ୍ତି ଏ ଜନ
ମୁଁ ଯାଉଛି, ତୁମେ ଆସିବ,
ମୁଁ ଆସିଛି, ଅଛନ୍ତି ଜେଉଠି ଦେବ,
ଏଦେଖ ମୋ ବିନ୍ଧା ହସ୍ତ,
ଉଥିତ, ମୁଁ ଜୀବିତ, ନ ଦେଖି ବିଶ୍ୱାସ, ବଡ ପ୍ରସ୍ତାବ
ଡୁଇଟ ଡେଭିଡ ଫୀଳିପ
ବିଶାଖାପତାନମ ରୁ ଭବାନୀପାଟଣା, କଳାହାଣ୍ଡି
୧୬/୦୧/୨୦୨୩
klddavid@rediffmail.com
9437104303
edit
No comments:
Post a Comment