ଖ୍ରୀଷ୍ଟାମୃତ
Saturday, September 27, 2025
ଖ୍ରୀଷ୍ଟାମୃତ
_____
ତୁମେ ଖ୍ରୀଷ୍ଟ ଯେହେତୁ ମୁଁ ଅପବିତ୍ର,
ତୁମେ ଶ୍ରେଷ୍ଠ ଯେହେତୁ ମୁଁଜେ ନ୍ୟୁନ,
ତୁମେ ପବିତ୍ର ଯେହେତୁ ମୋଠି ପାପ,
ତୁମେ ସ୍ୱର୍ଗସ୍ଥ ଯେହେତୁ ମୁଁଜେ ପାର୍ଥିବ ।
ପ୍ରେମ, କୃଷ, ଜୀବନ କେମିତିଯେ ଏକ,
ତାତିଯାଏ ଇନ୍ଦ୍ରିୟ ଜାଣିଲେ ସେ ରହସ୍ୟ,
ଶୁଣିବାକୁ ମିଷ୍ଟ, ଗଭୀର, ଜଟିଳ ଓ ବ୍ୟାପ୍ତ,
ଗଳ୍ପ ନୁହେଁ ଏ ସତ୍ୟ, ଖ୍ରୀଷ୍ଟାମୃତ ଗୀତ ।
ଦେହର ରୋଗ, ମନର ପାପ, ଆତ୍ମାର ଅମରତ୍ଵ,
ଏହାର ଅଛି ବିକଳ୍ପ, ତାହାହିଁ ରହସ୍ୟ,
ଯୋଡ଼ି ହୋଇ ଯାଏ ମୃତକଙ୍କ ସହିତ,
ମୃତ ହୋଇ ସେ ହୁଏ ଅମର, ଅମୃତ ।
ଡୁଇଟ ଡେଭିଡ ଫିଳିପ
ଓକିଲ ସମାଜ ସେବକ
ଭବାନୀପଟଣା, କଳାହାଣ୍ଡି
dwitdavidphip@gmail.com
9437104303
edit
No comments:
Post a Comment