ନିଆଁ
Friday, July 18, 2025
ହାରିଲି ଜୀବନ ମୋ ମାନ ପାଇଁ
ମାନ ଗଲା ସିନା ପାଇଲି ନାହିଁ
ଉଲଙ୍ଗ ହେବାକୁ ଚାହିଁଲି ନାହିଁ
ଉଲଙ୍ଗ ହେଲି ତୁମ ନିଆ ପାଇଁ
ଦେଇ ପାରିଲିନି ନ୍ୟାୟ ଲଢ଼ିକି
ଜାଳିଛି ନିଆଁ ସଂଗ୍ରାମ ପାଇଁ
ଲିଭାଅନି ନିଆଁ ଜଳୁ କୃର ପାଇଁ
ଛାଡି ଗଲି ନିଆଁ ତାଙ୍କ ପାଇଁ
edit
ନ ଦେଖି ବିଶ୍ୱାସ, ବଡ ପ୍ରସ୍ତାବ ---------- ସ୍ୱର୍ଗରେ ଦେଖା ହେବ, ଖ୍ରୀଷ୍ଟ ଧର୍ମର ଆସ୍ଥା କୋଟି କୋଟିଙ୍କ ଥିବ ସେଠି ବ୍ୟବସ୍ଥା ! ମୁଁ ଯାଇ ରହିବି ବାପା ଯେଉଁଠି ଥିବ...
No comments:
Post a Comment