ଖେଳ
Thursday, September 5, 2024
ଖେଳ
---------
ମାଂସ ବିହୀନ ହାଡ଼ ଗତି ଅଯୋଗ୍ୟ,ସେବା ବିହୀନ ପ୍ରଶାସନ ସେସମାନ,
ପ୍ରେମ ବିହୀନ ଭୂଷଣ, ଭୟ ଓ କମ୍ପ,
ଦରିଦ୍ର, ଦିନ ହୀନ, ସେ ଭୂଖଣ୍ଡ, ମୁଣ୍ଡ।
ଜଳ, ବରଫ, ବାଷ୍ପ ଏକ କିନ୍ତୁ ବିଭିନ୍ନ,
ଗରିବ, ମଧ୍ୟବିତ, ଉଚ୍ଚ ସବୁତ ମଣିଷ,
ମାଟି, ମରୁଭୂମି, ପାହାଡ ସବୁ ଭୂଖଣ୍ଡ,
ଦରିଦ୍ର, ଦିନହିନ, ସେ ଭୂଖଣ୍ଡ, ମୁଣ୍ଡ।
ମୁଣ୍ଡ, ସ୍ଵାଧୀନ, ମୁଣ୍ଡ ପରାଧୀନ, ମୁଣ୍ଡ ବିପନ୍ନ,
ମୁଣ୍ଡ, ଜୀବନ, ମୁଣ୍ଡ ଭିନ୍ନକ୍ଷମ, ମୁଣ୍ଡ ବିପନ୍ନ,
ପାତାଳ ଓ ସ୍ବର୍ଗ, ମଝିରେ ନିଶୁଣୀ ଓ ମଣିଷ,
ଇହ, ପରକାଳ, ମଝିରେ ନିଶ୍ୱାସ ଓ ପ୍ରଶ୍ୱାସ।
ଡୁଇଟ ଡେଭିଡ ଫିଲିପ
ଓକିଲ ନ୍ୟାୟ ପାଇଁ,
ବଡ ପଡା, ଭବାନୀପାଟଣା
କଳାହାଣ୍ଡି, ଓଡ଼ିଶା ୭୬୬୦୦୧
୯୪୩୭୧୦୪୩୦୩.
୫/୦୯/୨୦୨୪
edit
No comments:
Post a Comment