ଯେ ବୋହୁଛି ତାଠୁ ଶିଖିବା
Tuesday, September 3, 2024
ଯେ ବୋହୁଛି ତାଠୁ ଶିଖିବା
--------------
ମଳ ମୂତ୍ର, ନାଳ କାହାକୁ ଭଲ
ଜରୀ, ଛିଣ୍ଡା, ଫଟ୍ଟା ଟୁଟ୍ଟା ଶବ୍ଦ ତାଙ୍କରି ସଙ୍ଗୀତ
ସକାଳୁ ନ ପହଞ୍ଚିଲେ ଅସୁବିଧା
ତା ଜାତୀ ଧର୍ମ ଶୁଣିଲେ ବାଧା
ଆ ଏ ଫଟା ଟୁଟ୍ଟା ଜରି ବାଲା
ଆ ଏ ମଳ ମୂତ୍ର ସଫେଇ ବାଲା
ମୋ ଗୀତ ସୁଣ ରାତି ପାହିଲା
କଂପ୍ଲେନ୍ ଦେବିନି ତୁ ଆସିଲେ ହେଲା।
ଜୀବନ ନିଷ୍କାସନ ବିନା
ସହର ମୁନ୍ସିପାଲ୍ଟି ବିନା
ପୃଥିବୀ ଧରାପୃଷ୍ଟ ବିନା
ଯେ ବୋହୁଛି ତାଠୁ ଶିଖିବା ସହିବା
ଡୁଇଟ ଡେଭିଡ ଫିଲିପ
ଓକିଲ ନ୍ୟାୟ ପାଇଁ,
ବଡ ପଡା, ଭବାନୀପାଟଣା
କଳାହାଣ୍ଡି, ଓଡ଼ିଶା ୭୬୬୦୦୧
୯୪୩୭୧୦୪୩୦୩.
edit
No comments:
Post a Comment