ଭ୍ରମନ୍ତି ଭ୍ରମର

ଭ୍ରମନ୍ତି ଭ୍ରମର
---------
କର୍ତ୍ତବ୍ୟ ଭୁଲିଗଲା କରି ନିରୀକ୍ଷଣ,
ଫୁଟିଛି ଫୁଲ, ଫୁଟିବ, ପାଉଛି ସୁର୍ଯ୍ୟ କିରଣ,
ଫୁଲକୁ ଶୋଷିନି, ଛଳନା ଫୁଲର,
ଫୁଲର ରଙ୍ଗ ଓ  ସଦ୍ୟାତା ଦେଉଛି ଭିନ୍ନ ପ୍ରମାଣ,
ବୁଲି ବୁଲୁଛି  ନିରୀହ ଭ୍ରମର,
ଧରିଛି ଓକିଲ, 'ବିଚାରପତିଙ୍କ ଦ୍ଵନ୍ଦ',
ସ୍ପନ୍ଦନ, ପ୍ରଥମ ଦର୍ଶନ, 
ବିଚାର କରିବ କଣ, 
ବିଚାର କରୁଛି ଫୁଲ, ଫଳ, ଗଛ ଓ କଳାକାର ଭ୍ରମର

ଭ୍ରମର ବଦଳାଏ ଫୁଲ,
ଫୁଲ ବଦଳାଉଛି ଭ୍ରମର,
ଫୁଲ ଖୁସି, ପାଇଛିକି ନୂଆ ଭ୍ରମର,
କି ବିଚାର କରିବ,
ବିଚରା, ସ୍ପନ୍ଦନ, ପ୍ରଥମ ଦର୍ଶନ, 
ବିଚାର କରିବ କଣ, 

କୃଷକ ଓ ସହାୟକ
ଫୁଲ ଫଳରେ ତୃପ୍ତ
ଭ୍ରମର ନୂଆ ନା ପୁରୁଣା, କୋର୍ଟ କୁ ଅଜଣା, ସଭେ ନୀରବ

ଫୁଲ କହୁଛି ମୋର ଅଛି ଗୋଟିଏ ପୁଅ!

ଡୁଇଟ ଡେଭିଡ ଫିଲିପ
ଭବାନୀପାଟଣା, କଳାହାଣ୍ଡି
୨୪/୦୭/୨୦୨୩
Court room ରୁ ପ୍ରେରଣା 

edit

No comments:

Post a Comment

Contact Here

Name

Email *

Message *