ଦଙ୍ଗା ଏକ ଭୂଷଣ

ନୂଆ ଭୂଷଣ
-----------------
ମୃତ୍ୟୁ ପାଏ ଏକ ଶେଯ ଗୋଲାପ ଫୁଲର,
କଣ୍ଟକ ବୃକ୍ଷ ଫୁଟାଏ ତାକୁ ପାଇ ଖତ ପାଣି, ବାୟୁ କିରଣ,
ଦେହ ଜଳେ କିମ୍ବା ମାଟିରେ ସଢେ,
ତା ପୂର୍ବ ଦୁଃଖ ଗରିବ ହି ସହେ।

ଦଙ୍ଗା ହେଉ କି ପ୍ରାକୃତିକ ଦୁର୍ବିପାକ,
ଦରିଦ୍ର ପାଇଁ ତାଡନା ଓ ଯାତନା ପ୍ରହାର ଅତି ସହଜ,
ପଇସା ବାଲା ବି ପାଏ ଦୁଃଖ,
ପାଏସେ କିନ୍ତୁ ଖସି ଯିବାର ବାଟ,

ପ୍ରଶାସକ ଯଦି ଅତ୍ୟାଚାରୀ,
କିଏ ନମାନିଛି ହାର ତାହାଠି ଭାଇ,
ଇଚ୍ଛା ଶକ୍ତି ଯଦି ଦୃଢ଼, ଆବୋରିବାକୁ କୃଶ,
ନୂଆ ଉପାକ୍ଷାନ: ଗୁପ୍ତାଙ୍ଗ ଛେଦନ,  ରକ୍ତ ଦାନ, ପରିସ୍ରା ଓ ବିଷ୍ଟା ସେବନ, ପାଶବିକ ସମ୍ଭୋଗ।

ଦଙ୍ଗା ଏକ ଭୂଷଣ, 
ତାର ଅଛି ଏକ ଗୁପ୍ତ ଅନୁଷ୍ଠାନ,
ଭଲ ଦଙ୍ଗା ପାଇଁ ବଡ ବଡ ଦାନ
କଣ କରିବ ଦଙ୍ଗାରେ ଗରିବ।


edit

No comments:

Post a Comment

Contact Here

Name

Email *

Message *