ଭୋକ, ଖଡ଼ି, ବଟିକା ଯାଇଛି ଦାଦନ ଖଟି
Saturday, February 18, 2023
ଭୋକ, ଖଡ଼ି, ବଟିକା ଯାଇଛି ଦାଦନ ଖଟି
-------------------
ପ୍ରସବ ବେଦନା,ଭୋକରେ ପେଟ ଜଳା,
ଜରରେ ରାତି ସାରା,
ବାପା ହୋଇ କିଏ ନୀରବ ରହିଲା?
ଯାହାର ନାହିଁ ପକେଟରେ ରୁପେୟା,
ସେହିତ କାନ୍ଦି କାନ୍ଦି ଦାଦନ ଗଲା,
ନହେଲେ ଋଣ କଲା, ବିଶ ଖାଇଲା ।
ବାପା କି ମନ୍ତ୍ରୀ, ଯନ୍ତ୍ରୀ, ଗଣତନ୍ଜତ୍ରର ଜଗୁଆଳି ଯେ
କରିବ ଆମରି ସୁବିଧା।
ପାଞ୍ଚ ଘଣ୍ଟାରେ ମୁମ୍ବାଇରୁ ଦିଲ୍ଲୀ ରୋଡ଼ରେ ପହଞ୍ଚି ହେଲା,
ପଞ୍ଚୋସ୍ତରି ବର୍ଷରେ ଭୋକ, ଖଡ଼ି, ବଟିକା, ଘରକୁ ନ ଆସି ଦାଦନ ପଳାଇଲା।
ସ୍ମାର୍ଟ୍ ସିଟି, ସ୍ମାର୍ଟ ମନ୍ତ୍ରୀ, ଯନ୍ତ୍ରୀ, ସ୍ମାର୍ଟ୍ ନୀତି!
ଭୋକ, ଅଭାବ, ପାନୀୟ, ଶିଶୁ ଓ ଖଣି ଅଞ୍ଚଳ ଝାଡ଼ଖଣ୍ଡ, ଓଡ଼ିଶା, ଯେମିତି କୁ ସେମିତି!
ଭୋକ, ଖଡ଼ି, ବଟିକା ଯାଇଛି ଦାଦନ ଖଟି।
ଡୁଇଟି ଡେଭିଡ ଫିଲିପ୍
ଆଇନ ଜୀବୀ ଓ ସମାଜ ସେବୀ
କଳାହାଣ୍ଡି
୯୪୩୭୧୦୪୩୦୩
www.pensofdavid.com
edit
No comments:
Post a Comment