ଚଳନ୍ତା ମନ୍ଦିର

ଚଳନ୍ତା ମନ୍ଦିର
---------
ଅନେକ ଘର,
ଗୃହ ହିନକୁ ଗୃହର ପରିହାସ।
ଅନେକ ମିଠା,
ଗରିବକୁ କହୁଛି ଏଇଟା ଖାଇବେ ପଇସା ବାଲା ।
ସୁନ୍ଦର ସୁନ୍ଦର ଜାମା,
କିଏ ଦେଲେ ପିନ୍ଧିବି ସିନା, କହିବେ ମାଗଣା ପାଇଲା।

ସବୁତ ହେଉଛି ମାଟିରୁ ଜାତ,
ମାଟି କହୁଛି, କାନ୍ଦନା, ମଲା ପରେ କରିବି ତୋତେ ମୋର।

ନିଃଶ୍ୱାସ ମୋର ହେବ କାହାର?
ମାଟିରେ ଗଢ଼ୁଛି ଯିଏ ଚଳନ୍ତା ମନ୍ଦିର,
ତାଙ୍କୁ ପଚାର, ମନ୍ଦିର କାହିଁକି ବିଭିନ୍ନ ପ୍ରକାର ?
ଭୋଗ ପାଉନି, ସବୁ ମନ୍ଦିର।

ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
9437104303
klddavid@rediffmail.com
୨୦/୦୨/୨୦୨୩

Labels:
edit

No comments:

Post a Comment

Contact Here

Name

Email *

Message *