ଭୋକ

ଦୁଇ ଦିନ ନ ଖାଇ ମୁଁ ଭୋକରେ ସୋଇ ପାରୁନି
ମୁଣ୍ଡ ବଥାକୁ ପେଟରେ ବିଚ୍ଛା ଦୌଡୁଛି
ପିଲା ମୋ କହୁଛି, ମାଁ କ୍ଷୀର ପିଇବି
ବେଶ୍ୟା ଆଖ୍ୟା ମୋର ସ୍ବାମୀ ନାହିଁ
ମୋ ଉପରେ ଯେ, ତାକୁ କାହିଁକି ନ ପୂଜିବି

କ୍ଷୁଧା, ବିଭିନ୍ନ ପେଟ ଓ ଯୌବନ
ରାତି ଅନ୍ଧାର 
ମୁଁ ଅନ୍ଧ, ଅନ୍ଧାର ପ୍ରିୟ
କିଏ କାହାକୁ କରିବ ଦମନ,
ଝିଅ କହୁଛି ମୋତେ କହୁନ।

ଠିଆ ଗ୍ରାହକ,
କହୁଛି, ଭୋକ ମିଣ୍ଟାଅ, ତାପରେ ଶୋଇବ।
ସ୍ୱର ଅଜଣା ପୁରୁଷ,
'ଖାଇ ସାରିଲେ ସମସ୍ତେ ଶୋଇବ'।
କି ଭୋକ, କି ଖିଆ, କି କଥା ଭାବୁଛ, 
ହିତାକଂଖି, କହୁଛ,
ନ ଖାଇ କେମିତି ସୋଇ ପାରୁଛ ।

edit

No comments:

Post a Comment

Contact Here

Name

Email *

Message *