ସୂକ୍ଷ୍ମ ବେଦନା କୁ ପ୍ରଣାମ

ସୂକ୍ଷ୍ମ ବେଦନା କୁ ପ୍ରଣାମ
------------
"ଚାଲି ଗଲେ ମୁଁ ଦେଖୁଥାଏ,
କିଏ ଦେଖିଦେଲେ, ଅନ୍ୟମନସ୍କ ଚାହାଣି ପାଇଁ, ଲାଜେଇ ଯାଏଁ,
ଥାଇ ଜଗତେ, ନଥାଏ",
ସେ ଚୁମ୍ବକକୁ ମୁଁ ପ୍ରଣାମ କରେ।

ଚୁମ୍ବକ ମୁଁ କଣ ହଯାଇଛି, 
ସମୟ କଣ ପୋତି ଦେଇଛି,
ଝୁରାକୁ ଅଝୁରା କରି ଦେଇଛି, 
ଥାଇ ଜଗତେ ହଜି ଯାଇଛି,
ସେ ମନକୁ ମୁଁ ପ୍ରଣାମ କରୁଛି।

ସେ ଯିବା, 
ତୋର ଦୁଃଖରେ ଘରେ ପଶିବା,
ଦେଖି ସବୁ ସଦ୍ୟ ହୋଇ ଯିବା,
ତୁ ମୋ ପଡୋଶୀ, ବୟସରେ ଅତି ସାନ ପିଲା,
ବୁଝିବା ବୁଝାଇବା ଅସମ୍ଭବ, ତୋ ମନକୁ ପ୍ରଣାମ କଲା।

ଡୁଇଟ ଡେଭିଡ ଫିଲିପ,
ଚାଇବାଶା, ପଶ୍ଚିମ ସିଂଭୂମ,
ଝାଡଖଣ୍ଡ,
୧୧/୦୧/୨୦୨୩
୯୪୩୭୧୦୪୩୦୩

edit

No comments:

Post a Comment

Contact Here

Name

Email *

Message *