ଏକ ହସର ପ୍ରଚ୍ଛଦ ପଟ

ଏକ ହସର ପ୍ରଚ୍ଛଦ ପଟ
-------
ହସ ନଥିଲା ମୁହଁରେ ଦେଖି ଥିଲି ଜେବେଠୁ,
ହସ ଅଛି ତୁମ ମୁହଁରେ, ଦେଖୁଛି ସେବେଠୁ,
ଘାଏଲ ମୁଁ ନା ତୁମେ, ପଚାରୁନ ମନକୁ।

ହସ ଉଡିଯାଏ, ଦେଖି ଶବକୁ,
ହସ ରହିଯାଏ, ଦେଖି ଲୁହକୁ,
ହସୁଛ ସେଦିନୁଁ, ଦୁର୍ବଳ ହେଲି ଯେବେଠୁ।

ଶବର ଲୁହ ବାହାରିଛି କେବେଠୁ,
ହସ ନୁହେଁ ଇଏ, ଦାଗ ଜଗତକୁ,
ହସ ଅଛି ତୁମ ମୁହଁରେ, ଦେଖୁଛି ସେବଠୁ।

ଡୁଇଟି ଡେଭିଡ ଫିଲିପ
ଚାଇବାଶା, ପଶ୍ଚିମ ସିଂଭୂମ,
ଝାଡଖଣ୍ଡ
୬/୦୧/୨୦୨୩
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *