ଗେଙ୍ଗ ରେପ୍
Wednesday, June 22, 2022
ଗେଙ୍ଗ ରେପ୍
----------------
ଚାହିଁନଥିଲି ଦେବାକୁ ତୋତେ,
ପ୍ରେମ, ଯୌବନ ଥିଲା ମୋ ବକ୍ଷ, ବୁକୁ ଗଭାରେ,
ଗାଉଁଲି ଝିଅ, ଅପାଠୁଆ, ଭାବୁ ଥିଲି ମୋତେ ଜାଣିନି କିଏ,
ଧନୀ ମୁଁ, ପୋତା ଧନ ମୋ ଗର୍ଭ,
ବକ୍ଷ ଓ ମୁଁହ ଥିଲା ସୁନ୍ଦରକେତେ।
ନାରୀ ଅବିବାହିତା ଗର୍ଭରେ ଧନ,
ବାହାନା ତୁମର କରିବ ଫଳକୁ ସନ୍ତାନ,
ଦେବାକୁ ଚାହୁଁନି ତାକୁ ସେ ମୋ ଜୀବନ,
ତୁମେ ନା ଦେଇଛ ତାକୁ ବକ୍ସସାଇଡ ଓ ମୋତେ ଲାଞ୍ଜିଗଡ।
କାହାକୁ ନାଲିଶ କରିବି ?
ତୁମେ ସବୁମିଶି ଗ୍ୟାଙ୍ଗ ରେପ୍ କରିଛ ।
ମୁଁ ଗୁହାରି କରିବି ଯାହାକୁ,
ତୁମେ କହୁଛ,
ମୁଁ ଘଇତା କରିଛି ତାହାକୁ !
ଡୁଇଟି ଡେଭିଡ ଫିଲିପ
(ବିଷମକଟକରେ, ଲାଞ୍ଜିଗଡ ଦେଇ ବସ ଯାତ୍ରା ପରେ ୨୨/୦୬/୨୦୨୨)
ଲେହାରି ଥାନା
ବିହାର ଶରିଫ୍
ନାଳନ୍ଦା, ବିହାର
୮୦୩୧୦୧
edit
No comments:
Post a Comment