କଳି ଦିଗ ହରାବାଟ ବଣା
Monday, April 18, 2022
କଳି ଦିଗ ହରା
ବାଟ ବଣା
---------------------------
ସ୍ଥାବର ଜଗତକୁ ଅସ୍ଥାବର ଦୁନିଆ ଆଖି ଦେଖାଉଛି,
ଘୋର କଳିରେ,
କଳି ଦିଗ ହରା, ବାଟ ବଣା
ସ୍ଥାବର: ମାଟି, ପାଣି, ଖଣିଜ ଓ ଶିଳ୍ପ ସାମଗ୍ରୀ
ଅସ୍ଥାବର: ବ୍ୟବସ୍ଥା, ସମ୍ବିଧାନ, ଆଇନ ଓଲଟ ପାଲଟ
ଖବର କାଗଜରେ ସମାଜ ପୋତି ହୋଇ ଯାଉଛି,
ସବୁ ଖବରର କାଗଜର ସବୁ ଅକ୍ଷରକୁ ମିଶାଇ ଦେଲେ,
ଜନସଂଖ୍ୟାକୁ ଟପି ଯାଉଛି,
ଦିନେ ନୁହେଁ ସବୁଦିନ
ସମସ୍ୟା ଦିନେ ଉଠାଉନାଜାନ୍ତି, ସବୁଦିନ
ଏତେ ସମଶ୍ୟଜେ, ସମସ୍ୟା ଗୁଡ଼ିକ
ନିଜଭିତରେ ଠେଙ୍ଗା ଧରା ଧରି
ସାମ୍ବାଦିକ, କେଉଁ ଗା କୁ ନପହଞ୍ଚୁଛନ୍ତି
ସେବି ତୁ ତୁ, ମେ ମେ
ରାଜନେତା
ଠୁଟି ଆଉ କିଏ ନୁହେଁ ସବୁ ସାଂସଦ ଓ ବିଧାୟକ କ୍ୟାଣ୍ଡିଡେଟ
ଏମାନେ କଥା କହୁଛନ୍ତି
ସମସ୍ୟା ତୁନି ରହିଛି
ଆମେ ହେଲେ କମ୍ କି
ମୁଁହ ବାଣ ରେ ମେଦିନୀ କମ୍ପୁଛି
କାର୍ମି, ସ୍ଥାବର ର ହେଉ କି ଅସ୍ଥାବର ର
କିଏ ମଲା, କିଏ ମଲା, ଏତେ ପାଟି ତୁଣ୍ଡ
ସ୍ଥାବର ନା ଅସ୍ଥାବର
ସ୍ଥାବର ଯେମିତିକି ସେମିତି, ଖାଲି ଅସୁସ୍ଥ
ଅସ୍ଥା ବର ମୃତ
ମରି ଗଲାକି
ମଶାଣି କି ଯିବ କି
ଅକ୍ସିଜେନ୍, ଲଗାଅ
ଛାତି ଦବାଅ
କାନରେ କୁହ, ତୋତେ ବଞ୍ଛିବାକୁ ହେବ
ସାମ୍ବାଦିକ, ରାଜା ନେତା, ବୁଦ୍ଧି ଯିବି
ଆମେ ସବୁ ନୂଆ ବ୍ରାହ୍ମଣ ଜାତି,
ଆମେ କେମିତି ବଞ୍ଛିବୁ
କଳି ଦିଗ ହରା
ବାଟ ବଣା
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କlଟlପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
edit
No comments:
Post a Comment