ତୁମର ଡିପି

ତୁମର ଡିପି
------------
ପଦ୍ମ ପରି ଲାଗୁଛି ତୁମ ରୂପ ବର୍ଣ୍ଣନା,
ମରୀଚିକାରେ ଏଯାତ୍ରା, ଲାଗୁଛି ଛଳନା,
ବରଫ ଗୃହରେ ଏପରି କିଆଁ,
ନିଆଁ ଲଗାଇଛ ଭିତରେ, ବାହାରେ ଧୂଆଁ।

ପଥର ଓ ବରଫର ବିଧାନର ତତ୍ୱ,
ସେଭିତରେ ଗଡୁଛି ତରଳ ପଦାର୍ଥ।
ବ୍ୟଞ୍ଜନ ଦେଖି ରହି ପାରୁନି ସ୍ୱାନ,
ସ୍ଵାଦ ନଚାଖି ବିଦା କେମିତି ହେବ।

ବିସ ଏ ଦୃଶ୍ୟ କରି ହେବନି ପାନ,
ମୃତ୍ୟୁ ପଛେ, ହେଉ ବିଶର ସ୍ନାନ।

ସିନ୍ଦୂର ଓ କଢ଼ି ମଳିବାକୁ ଦୁରୁ, ହୋଲି ଓ ଚଉଠି,
ବରଫ ଓ ପଥର ଖଣ୍ଡ ଖଣ୍ଡ, ନଥାଇ କିଛି ଏଇଠି।

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା,
କାଟାପାର,
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧,
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *