ଥିଲେ ଯଥେଷ୍ଟ

ଥିଲେ ଯଥେଷ୍ଟ
------------
ନ ଗାଧୋଇ ଓଦା
ନ ଖାଇ ପେଟ ପୁରା
ନ ପିଇ ତୃପ୍ତି
ନ ଜଳି ତାତି 
ନ ହସି ଖୁସି
ନ କାନ୍ଦି ଲୁହ
ନ ବିନ୍ଧି ଶବ୍ଦ
ନ ଜାଣି ଆଗ
ନ ଚାହିଁ ଶେଷ
ନ ପଚାରି ହଁ
ନ ଗପି ଉପନ୍ୟାସ
ଏମିତି କାହିଁକି? ନାହିଁ ଉତ୍ତର।
କି ସମୁଦ୍ର
କି ସୀମାନ୍ତ
କି ରଙ୍ଗ
କି ଦଣ୍ଡ
କି ଉଚ୍ଚ
କି ନୀଚ୍ଚ 
ପ୍ରେମିକା ସହିତ ପ୍ରେମିକ,
ତୁମେ ଥିଲେ ଯଥେଷ୍ଟ।

ଡୁଇଟ ଡେଭିଡ ଫିଲିପ୍
୨୪/୦୧/୨୦୨୫
ଭବାନୀପାଟଣା, କଳାହାଣ୍ଡି 

edit

No comments:

Post a Comment

Contact Here

Name

Email *

Message *