ବିୟୋଗର ଗାରମା

ବିୟୋଗର ଗାରମା

ବିୟୋଗର ଗାରିମା 
ବୁଝିଛି ନା କଇଁ ନାଁ ଚନ୍ଦ୍ରମା
ନା ଶରୀର ନା ଜାମା
ମିଶାଇଲା ପରମାତ୍ମା

କିଏ କାହାକୁ ଜାଣିଥିଲା
ଦୁଇ ଆଖି ପତା,
ସୁଖା ଓଠ ଦୁଇଟା
ମାଁ ଡାକରାକୁ ମାଁ

ଅନେକ ଦିନ ପରେ ତା ସୁରରେ ମୋ ନାଁ
ବିୟୋଗର ଗାରିମା
ଭିଡ ଭିତରେ ଅଜଣା
ଖୋଜିଲେ ମିଳେନା

ମାଁ କୁ ଶବ୍ଦ୍ କୁଆଁ କୁଆଁ  
ଥଣ୍ଡାକୁ କାକର 
ଖରାକୁ ଅଙ୍ଗାର
ପ୍ରେମ ପଛର ପୁରୁଣା ଆତ୍ମା

edit

No comments:

Post a Comment

Contact Here

Name

Email *

Message *