ମଣିଷ ଓ ମାଛି

ମଣିଷ ଓ ମାଛି
------------
ଫୁଲତ ଫୁଟିଛି 
କେଉଁ ଫୁଲରେ ବସିବି?
ମିଠାତ ପରଷା ହୋଇଛି,
କେଉଁ ମିଠାରେ ବସିବି?
ଯେଉଁଠି ଭିଡ଼ ସେଠିକି ଯିବି!
ଆଘ୍ରାଣ ଓ ସ୍ଵାଦ ପାଇବି ଜାଣି ପାରୁନି!

ହିନ୍ଦୁତ୍ୱ, ମହମ୍ମଦ, ଖ୍ରୀଷ୍ଟତ୍ଵ... ସର୍ବଧର୍ମ ତତ୍ତ୍ୱ..... 

ଜୀବିତ, ବିଶ ଓ ଅମୃତ,  
ତତ୍ଵ ନାହିଁ ମୋ ନିଜର,
ବସିବା ପାଇ ଆଗ୍ରହ,
ମାଛି ନା ମଣିଷ,

ଧାରଣା, କାମନା, ବାସନା, କ୍ଷୁଧା ବୁଲୁଛି,
ଶୁଣା ଶୁଣି, ଭିଡ ଦେଖି, କିଛି ପଢ଼ି, ନୂଆ ନୂଆ ମାଳି ଓ ରଦ୍ଧାଳି,

ମଣିଷ ଓ ମାଛି,
ବଜାର ଗରମ, ଭିଡ ଅଛି ।

ଭାଇ ଗୋଲାପ ଫୁଲ ନିଅ, ଭାଇ ମହୁ ନିଅ

ଡୁଇଟି ଡେଭିଡ ଫିଲିପ୍
ଭବାନୀପାଟଣା
୧୫/୦୬/୨୦୨୩
klddavid@rediffmail.com
https://www.pensofdavid.com/
Bhawanipatna

edit

No comments:

Post a Comment

Contact Here

Name

Email *

Message *