ପଥର ହେଲା ମୁକ୍ତା
Saturday, June 10, 2023
ପଥର ହେଲା ମୁକ୍ତା
---------
ମୁକ୍ତା, ଯୁଗଟା ପଡ଼ିଥିଲା ତାର ପିଛା,
ମୋ ପାଦ ପାଖରେ ଥିଲା।
ସମୟ ଓ ଢେଉ ତାକୁ ଖାଇଗଲା,
ଦେଖୁଛି ଏବେ ସେ ସେହି, କିନ୍ତୁ ଶ୍ରୀ ବିହିନା।
ମୁକ୍ତା ଏବେ ବି ମୁକ୍ତା,
ଦିନେ ଧରିବାକୁ ଦେଇ ଥିଲା।
ମୁକ୍ତା, ମୁଁ ଆଜିଶୀନା,
ମୁକ୍ତା ଧରିବ ମୁକ୍ତା।
ଯଦିଓ ସମୟ ଗଡି ଗଲା,
ଆଜି ତୁବି ମୁକ୍ତା, ମୁଁ ବି ମୁକ୍ତା।
ଦୁଇ ପାପୁଲିରେ ଧରିବି ଏବେ ମୁକ୍ତା,
ନା'ତ, ଏତ ସମ୍ପୂର୍ଣ୍ଣ ଛଳନା........
ଡୁଇଟି ଡେଭିଡ ଫିଲିପ୍
ସମାଜ ସେବୀ,
ଚାଇବସା, ଝାଡ଼ଖଣ୍ଡ,
୨୩/୦୪/୨୦୨୨
9437104303
Klddavid@rediffmail.com
edit
No comments:
Post a Comment