ଖରାତ ହେବ ହିଁ ହେବ
Sunday, May 14, 2023
ଖରାତ ହେବ ହିଁ ହେବ
Labels:
#ଖରାତ ହେବ ହିଁ
------------
ବାସନା ମାଟିର,
ଅପେକ୍ଷିତ୍ତ ବର୍ଷାରେ ନାକକୁ ମହ ମହ ଚହଟ,
ନିଆଁର ଧୂଆଁ ଓ ପାଣିର ବାମ୍ଫ,
ବର୍ଷା ପର ପବନରେ ଆବୁ ଟାବୁ ନିଶ୍ଚେ ହେବ,
ଖରା ଭଲ ଲାଗୁନି ପ୍ରେମିକା କହେ,
ତେବେ ମୁଁ କହେଁ, ଖରା, କାହିଁକି ବର୍ଷା ଓ ଶୀତର ମଧ୍ୟରେ?
ମିଳନର ବାସ୍ନା ଭଲ,
ବର୍ଷା ଓ ଶୀତକୁ ସାଙ୍ଗ ମାନେ କେବେ ନଭୂଳିବ।
ସମୟ ବାଛିଛ,
ଖରାତ ହେବ ହିଁ ହେବ!
ଡୁଇଟ ଡେଭିଡ ଫିଲିପ୍
ଭବାନୀପାଟଣା, କଳାହାଣ୍ଡି
9437104303
https://www.pensofdavid.com/
୧୨/୦୫/୨୦୨୩
Chaibasha to Bhawanipatna
edit
No comments:
Post a Comment