ନୂଆ ବାସ୍ନାରେ ଶତାବ୍ଦୀ ହାର ମାନିଲା
Friday, March 17, 2023
ନୂଆ ବାସ୍ନାରେ ଶତାବ୍ଦୀ ହାର ମାନିଲା
-----------
ଧର୍ମରେ ହିଂସା,
ସ୍ତନରେ ୟୁରିଆ,
ମଣିଷର ସ୍ଵାଧୀନତା,
ବିଜ୍ଞାନର ପ୍ରବିଣତା,
ଇଶ୍ଵର ଓ ଭୁତ ଏହି ଶତାବ୍ଦୀରେ ହାର ମାନିଗଲା।
ଅଭାବରେ ଉଲଙ୍ଗ,
ପ୍ରାଚୂର୍ଯ୍ୟତାରେ ନଗ୍ନ,
ଆଧିକ୍ୟତାରେ ମିଲିୟନ,
ଦାରିଦ୍ର୍ୟତାରେ ଶୂନ।
କୁକୁର ବେଲ୍ଟ, ରେଙ୍କ, ସମ୍ମାନ, ଅବୁଝା, ପାଇଲା,
ସହରେ କୋଟିପତି ବାବା,
ବୁଝିବା ଲୋକ ଗାଁ ଗାଁରେ ଲଙ୍ଗଳା, ସରକାରୀ ଭିକ୍ଷା
ବୁଲା କୁକୁରଙ୍କ ଯତ୍ନ ନେବା ଆଶ୍ରମ, ବାବା ଆଦେଶେ ଖୋଲା,
ନୂଆ ବାସ୍ନାରେ ' କୁକୁର ' ଖାଇଲା,
ଶତାବ୍ଦୀ ହାର ମାନିଲା ।
ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
9437104303
https://www.pensofdavid.com/
୧୭/୦୩/୨୦୨୩
edit
No comments:
Post a Comment