ହକି ଓ କ୍ରିକେଟ ୨୦୨୩ର ମଜା
Thursday, January 26, 2023
ହକି ଓ କ୍ରିକେଟ ୨୦୨୩ର ମଜା
---------------
ଫୁଟବଲ୍ ଯଦି କତାର କଲା,
ହକି କଲା ଓଡ଼ିଶା,
କ୍ରିକେଟ ଯଦି ଇଣ୍ଡିଆ କଲା,
ଭୂଲ କେଁଉଠି ରହିଲା,
ସେମାନଙ୍କର ଯଦି ଗୋଟିଏ ଧର୍ମ,
ଆମଠି ଧର୍ମ ଅନେକ,
ତାଙ୍କଠି ଯଦି ନାହିଁ ଭୋକିଲା,
ଆମ ଧର୍ମ ସବୁକି ଛଳନା?
ଗରିବିକୁ ପେଟୁକ,
ଧନୀକୁ କୁପୋଷଣ,
ଗଣିତ, ବିଜ୍ଞାନ ପରିଚାଳନା ଓ ପ୍ରଶାସନର ଖେଳ ଓ ଗର୍ବ,
କେଉଁଠି ହାରିଲା ସଂଗଠକ?
ହକି ଷ୍ଟାଡିୟମରେ ଯେତେ ମଜା,
ଷ୍ଟାଡିୟମ୍ ବାହାରେ ତାଠୁ ଅଧିକା,
ଆମଠୀ ଅର୍ଥନୀତିରେ ନୋବେଲ ଜ୍ୟାଦା,
ତାଙ୍କଠି ଗରିବୀ ଟୁର୍ଣ୍ଣାମେଣ୍ଟ ହାରିଲା,
ଡୁଇଟ ଡେଭିଡ ଫୀଳିପ
ଭବାନୀପାଟଣା, କଳାହାଣ୍ଡି
୨୧/୦୧/୨୦୨୩
klddavid@rediffmail.com
9437104303
edit
No comments:
Post a Comment