କ୍ଷୁଧା ନା ଈର୍ଷା
Tuesday, December 6, 2022
କ୍ଷୁଧା ନା ଈର୍ଷା
------------
ଯଦି ଶାଗ, ପଖାଳ, ଲଙ୍କାକୁ ବଡ଼ି ଚୁରା,
ପୁଣି ଆବୃତ୍ତି, ପ୍ରେମିକାର ହାତ ଧରି କବିତା,
ଯଦି ଝାଡି ଦେବ ଯଦି କିଏ ବାଲି ଗୋଟେ ମୁଠା
ପଖାଳ, ପ୍ରେମିକା ଓ ଶତ୍ରୁର ହେବ କି ଅବସ୍ଥା
ଶିଶୁ ମୁହଁରେ ମାଁ ର ସ୍ତନ,
ପ୍ରେମିକା କୋଳରେ ପ୍ରେମିକର ମୁଣ୍ଡ,
ଯୁଦ୍ଧର ସାଇରନ ବାଜିଲେ କଣ ହେବ।
ସଭ୍ୟତା, ପ୍ରଗତି ଓ ଗଣତନ୍ତ୍ର, ସ୍ଵିଡେନର ହେଉକି, ଫିନଲ୍ୟାଣ୍ଡର
ରଣ ହୁଙ୍କରତ ଆସୁଛି ନା ଆଫ୍ରିକା ନା ଇନଡ୍ଡିଆ,
ଚିନା, ଋଷିଆ, ନର୍ଥ କୋରିଆ, ଇଉରୋପ, ଆମେରିକା
କ୍ଷୁଧା ନା ଈର୍ଷା
edit
No comments:
Post a Comment