ହାରାକିରି ଦେଅ, ନେବୁ ବିଦାୟ

ହାରାକିରି ଦେଅ,  ନେବୁ ବିଦାୟ  
-------
ଯୀଶୁଙ୍କୁ କୃଷ, କୃଷକୁ ଯିଶୁ,
ଶୁଣିବାକୁ ଲାଗୁନି ତିକ୍ତ କାହାକୁ,
ପିଲାତ ହାତରେ ସନ୍ଦିଗ୍ଧ ମୃତ୍ୟୁ ହେଲାନି ଯୀଶୁଙ୍କୁ,
ଆଜିର ଶାସକ ତାଠୁ ହିନ ଆମେ କାହିଁକି ନକହିବୁ।

ଭଲ ଶୟତାନ, ଭଲ ପିଶାଚ, 
ଭଲ ବର୍ବର ମାନଙ୍କ ଏ ଆକଳନର ସମୟ,
ପିଶାଚ ଗିଳୁଛି ପିଶାଚ, ଏ ଅଟେ ନୂଆ ସାମାଜିକ ଦୁର୍ବିପାକ,
ସମୟ ଗିଳନ୍ତା ଯଦି ଆମେ ଡାକନ୍ତେ ତ୍ରାହି ନିଶ୍ଚୟ,
ଶାସକ-ବିଚାରକ, ଦିଅ ବିଦ୍ରୋହୀ ଜନ ଗଣଙ୍କୁ ଜାପାନର ହରିକିରି,
ତତ୍ପର ଆମେ, ନେବୁ ବିଦାୟ।

ଡୁଇଟ ଡେଭିଡ ଫୀଳିପ
ଚାଇବାସା, ଝାଡ଼ଖଣ୍ଡ,
୨୯/୧୨/୨୦୨୨
klddavid@rediffmail.com
9437104303
Labels:
edit

No comments:

Post a Comment

Contact Here

Name

Email *

Message *