କିଏ କାହାକୁ କେତେ ମାରିଛି
Tuesday, November 8, 2022
ସମ୍ମାନନୀୟ ମହାଶୟ
ପ୍ରଣାମ
ନିମ୍ନ ଲିଖିତ କବିତାକୁ ପ୍ରକାଶ କରିବାପାଇଁ ବିନମ୍ର ଅନୁରୋଧ କରୁଛି।
ଇତି
DAVID
କିଏ କାହାକୁ କେତେ ମାରିଛି
----------
ମୁସଲମାନ
ଖ୍ରୀଷ୍ଟିଆନ
ହିନ୍ଦୁ
ଯିହୁଦୀ
ହିଂସା ହିଂସା କୁ ଜନ୍ମ ଦିଏ,
ରୋଗୀକୁ ଖୋରାକ ର ମାତ୍ରା କମ୍ ଯଦି ହୁଏ
ଖୋରାକର ମାତ୍ରା ବଢ଼ା ଜାଏ,
ପ୍ରେମର ଖୋରାକ ଧର୍ମ ଶିଖାଏ,
ମାତ୍ରା ବଢ଼ାଇବାକୁ ଡାକ୍ତର ମାନେ କହୁନାହାନ୍ତି ଏଯାଏ।
ଧର୍ମରବି, ଜୟ ଖୋରାକ୍ ରେ, ମୁଁ ଭାବେ।
ବୈଜ୍ଞାନିକ ଯିଏ, ସେ ଡାକ୍ତର ନୁହେଁ,
ନେତୃତ୍ୱ ଆଉଜଣେ,
ଖୋରାକ୍ ନାହିଁ
ସବୁ ଧର୍ମ, ରାଜ୍ୟ, ଦେଶରେ ଅଛନ୍ତି ଭୋକିଲା, କୁପୋଷିତ, ଗୃହହୀନ, ଗରିବ, ଶ୍ରୀହୀନ ଓ ଶ୍ରୀ,
ଇତିହାସ, କିଏ କାହାକୁ କେତେ ମାରିଛି।
ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
୧୧/୧୧/୨୦୨୨
9437104303
klddavid@rediffmail.com
edit
No comments:
Post a Comment