ଆ ଫେରିଆ, ଆ ଫେରିଆ, ଆ ଫେରିଆ, ଆ ଫେରିଆ
Sunday, November 13, 2022
ଆ ଫେରିଆ, ଆ ଫେରିଆ, ଆ ଫେରିଆ, ଆ ଫେରିଆ
Labels:
#ଆ ଫେରିଆ,
ଆ ଫେରିଆ
କ୍ରୁଷ ବିନା ନାହିଁ ମଣିଷ ପଣିଆ
କ୍ଷମା ବିନା ନାହିଁ ସୁନ୍ଦର ଦୁନିଆ
ସମୟ ସରିଲା କୃଷ ଲିଭି ଗଲା
କୃଷକୁ ନଦେଖି କି ଲାଭ ହେଲା
(ତୋତେ)
ଫେରିଆ, ଫେରିଆ, ସେ ଡ଼ାକୁ ଥିଲା
ମିନେ ମିନେ ତକେଲ ଉପରସୀନ
ରାଜ୍ୟ ଶେଷ, ତୁମେ ତଉଲା ଗଲ
ହାତରୁ ଗଲା ତୁମ ସବୁ ଥିଲା ଭାଗ
ଫେରିଆ, ଫେରିଆ, ସେ ଡ଼ାକୁ ଥିଲା
ଦାନିଏଲ୍ ଜାଇ ଥିଲା ହେଲ ଅଶୁଣା
ଭୋକିଲା ଛାଡ଼ିଲ, ଲାଜର ମାଗୁଥିଲା,
ଭଲ ଲାଗୁଥିଲା, ଛାତୁରୁ ଉଙ୍କିବା
ଫେରିଆ, ଫେରିଆ, ସେ ଡ଼ାକୁ ଥିଲା
ଆ ଫେରିଆ, ଆ ଫେରିଆ, ଆ ଫେରିଆ, ଆ ଫେରିଆ
ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
୧୦/୧୧/୨୦୨୨
9437104303
klddavid@rediffmail.com
edit
No comments:
Post a Comment