ମୋ ଯିଶୁ,

ମୋ ଯିଶୁ, 
------------
ମୋ ଯିଶୁ, 
ମୋ ହୃଦୟରେ ସେ ଶିଶୁ,
ବାହାରକୁ ପଛେ ନଦିଶୁ, 
ପ୍ରଚାର କଲେ, ମୋ ପାଇଁ ସେ ଆଉ ଥରେ କୃଷରେ ନ ଚଢ଼ନ୍ତୁ!

ସକାଳ ହେଲେ ସମସ୍ତଙ୍କୁ ଦରକାର ତାରିଖ,
ଯୀଶୁଙ୍କ ବୟସ ତାହା, ଖ୍ରୀଷ୍ଟିଆନ ହୋଇବି ଜାଣୁନ!

ପ୍ରଚାର ଦରକାର ନାହିଁ ଜନ୍ମର,
ଜନ୍ମର ପ୍ରଚାର ନିଜେ କରୁଛି ଇତିହାସ, 

ମୋ ଯିଶୁ, 
ମୋ ହୃଦୟରେ ସିନା ଶିଶୁ,
କୃଷ ପଚାରୁଛି, ମୋତେ ତୁ କେବେ ଜନ୍ମ ଦେବୁ କହୁନୁ,
ତେବେ ବିଦ୍ରୋହ ଛାଡ଼ି, ଜନ୍ମ ପର୍ବ ପାଳନ କରିବେ ଜମା ହୋଇ ସବୁ।

ଡୁଇଟ ଡେଭିଡ ଫୀଳିପ
(କୃଶର ବ୍ୟବହାର ନାହିଁ)
ଚାଇବାସା, ଝାଡ଼ଖଣ୍ଡ,
୨୫/୧୧/୨୦୨୨
klddavid@rediffmail.com
9437104303

edit

No comments:

Post a Comment

Contact Here

Name

Email *

Message *