ସନ୍ଧ୍ୟା ସକାଳ ଠାରୁ ଭଲ, ବିଶ୍ରାମ, ଜଗିଥାଏ

ସମ୍ମାନନୀୟ ମହାଶୟ
ପ୍ରଣାମ
ନିମ୍ନ ଲିଖିତ କବିତାକୁ ପ୍ରକାଶ କରିବାପାଇଁ ବିନମ୍ର ଅନୁରୋଧ କରୁଛି।
ଇତି
DAVID 


ସନ୍ଧ୍ୟା ସକାଳ ଠାରୁ ଭଲ,
ବିଶ୍ରାମ ଜଗିଥାଏ।
--------
ସନ୍ଧ୍ୟା ସକାଳ ଠାରୁ ଭଲ,
ବିଶ୍ରାମ ଜଗିଥାଏ।

ସନ୍ଧ୍ୟା ମନକୁ ଆସେନା,
ବିତିଗଲା ଘଟଣା ଗୁଡ଼ିକ ଆଣେ, 
ପ୍ରତ୍ୟେକ ଟିକ୍ ଟିକ ଶବ୍ଦ ଯାହା ଗଣି ହୁଏନା ତାପରେ ଆସେ,

କେହି କେହି ଗଣନ୍ତି ଓ ଗଣିବା ଶିଖାନ୍ତି, ସେମାନେ ଐତିହାସିକ, ଆମ ଗୁରୁ, ସମୟ ତାଙ୍କ ଠି ହାର ମାନେ, ସେମାନେ ଜୟୀ। 
ସନ୍ଧ୍ୟା ତାଙ୍କଠି ହାରିଛି।

ଜିତିଲା ବାଲା ଆଜି ସନ୍ଧ୍ୟାରେ,
ସକାଳକୁ କହୁଛି, ନଗଣିକି ଆସିଲେ ବିଶ୍ରାମ କାହିଁକି କରିବୁ?

ସନ୍ଧ୍ୟା ସକାଳ ଠାରୁ ଭଲ,
ବିଶ୍ରାମ, ଜଗିଥାଏ,

ସନ୍ଧ୍ୟା ସକାଳ ଠାରୁ ଭଲ
ବିଶ୍ରାମ, ଜଗିଥାଏ,
******
(ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମର୍ପିତ)

ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
୧୫/୧୧/୨୦୨୨
9437104303
klddavid@rediffmail.com

edit

No comments:

Post a Comment

Contact Here

Name

Email *

Message *