କୁନି ଝିଅଙ୍କ..... ପ୍ରମାଣ ମିଳୁନି

କୁନି ଝିଅଙ୍କ..... ପ୍ରମାଣ ମିଳୁନି
------
ରୁମ ଭିତରକୁ, କୁହୁଡି କି, କାକର କି, କୁଆ ପଥର ଛିଟିକି ପଶିବ ଯଦି,
ମଣିଷ, କିଛିତ ବ୍ୟକ୍ତ କରିବ!
ବର୍ଷା ପଶୁନି, 
ଖରା ଓ ଶୀତ ମାସ ଓ ବର୍ଷ କଡ ଲେଉଟାଇ ଫୋଡ଼ି ଦେଉଛି,
ମୁକ୍ତ ଆକାଶ ଓ ପ୍ରକୃତି, ମୋ ନଗ୍ନ ଶରୀର ଓ ଦେହକୁ, ମନା କରୁନି,
ତାଙ୍କଠୁ ମୁଁ ଖାଇଛି,
ଶୁନ ରୁ ଆରମ୍ଭ କରି ଆଜି ତେପନ ପାର କଲିଣି,
କ୍ଷମା କରିବ, କୁହୁଡି, କାକର, କୁଆ ପଥର ଛିଟିକି ରୁମକୁ ପଶିଲେ ମୁଁ ସକ୍ରିୟ ହେବିନି କି?
ରମଣୀ ନୁହେଁ, ଝଡ ଓ ବାତ୍ୟା ବି, ମୁଁ ସହୁଛି,
ପରିସ୍ଥିତି ବ୍ୟକ୍ତ କରିବାକୁ ବାଧ୍ୟ କରୁଛି, 
୧୦ ଏକର ଜମି କିଣି, ସୀମିତ ରହିଲେ ବି, ପ୍ରଶାସନ, ମୁଁ କଣ କରୁଛି ଜାଣିବାକୁ ଚାହୁଁଛି?
ସ୍ୱାଧୀନତା କେଉଁଠି?
ହେଲେ କୁନି, କୁନି ଝିଅଙ୍କ..... ପ୍ରମାଣ ମିଳୁନି!
ତୁମକୁ ଶୀତ କି ଗରମ ଲଗୁନି କି,
ଉଷ୍ମ ତାପ ନିୟନ୍ତ୍ରଣ ବ୍ୟବସ୍ଥାରେ ସମସ୍ତେ ସ୍ଥାନ ପାଇଛନ୍ତି।

ଡୁଇଟି ଡେଭିଡ ଫିଲିପ
ନୱାଦା, ବିହାର 
୯୪୩୭୧୦୪୩୦୩
୨୫/୦୯/୨୦୨୨
Labels:
edit

No comments:

Post a Comment

Contact Here

Name

Email *

Message *