କାହା ପାଇଁ

ସମ୍ମାନନୀୟ ମହାଶୟ
ବିନମ୍ର ପ୍ରଣାମ

ନିମ୍ନ ଲିଖିତ କବିତାଟି ମୋର ନିଜସ୍ବ ଚିନ୍ତା ଓ ରଚନା। ଅନୁଗ୍ରହ କରି ପ୍ରକାଶ କରିବା ପାଇଁ ଅନୁରୋଧ କରୁଛି।

ଇତି
ଡୁଇଟ୍ ଡେଭିଡ ଫିଲିପ 
ଚାଇବାସା, ଝାଡ଼ଖଣ୍ଡ
୯୪୩୭୧୦୪୩୦୩
୧୮/୦୯/୨୦୨୨


କାହା ପାଇଁ
----------
ରାତିର ସେ ଘନ ଅନ୍ଧାର କେମିତି ଭୁଲିବି,
ଲାଇଟ୍ ଲିଭାଇ ଦେଇ ପୁଣି ପାଖକୁ ଆସିଲି,
ସବୁ ବାସୁଥିଲା ସିନା ସାହସ କରୁନଥିଲି,
ଇସାରା ଥିଲା ସିନା, ପଛ ଘୁଂଚା ଦେଉଥିଲି,

କେତେ ବେଳେ ଉଦ୍ଧଯାପନ ହେଲା ଜାଣି ହେଲାନି,
ଉଠିଲି ମଝି ରାତିରେ ଆଶ୍ଚର୍ୟ୍ଯ ହେଲି,
ଏମିତି ମୁଁ ନିଜକୁ କେବେ ପାଇ ନଥିଲି,
କିଛି ସମୟ ପୂର୍ବର ଅନୁଭୂତିକୁ ଦୋହରାଇବା ପାଇ ଚାହିଁଲି,
ଦେଖିଲି, ଲାଗିଲା ସେ ସୋଇ ସାରିଲେଣି,

"ଛି କାହିଁକି ସୋଇ ପଡିଲି", କହିବା ପୂର୍ବରୁ ଶୁଣିଲି,
"ନିଅ ଏ ଶରୀର ତୁମ ପାଇ",

ମୁଁ ଆଉ କଣ କରିବି?
ସବୁ ମନେ ପଡ଼ିଗଲା ବାର୍ ବାର୍ ଶୁଣିଥିଲି,
ନିଅ ଏ ପାତିତ ତୁମ ପାଇ,
ପ୍ରେମ ଓ ସମର୍ପଣ ନ ଥିଲେ କିଏ କାହାକୁ କହେ କି, ଶରୀର ଦେଇକି,

ପ୍ରକୃତରେ ଯୀଶୁ ତାହାହିଁ କହିଥିଲେ ମୋ ପାଇଁ।

ନିଅ ଏ ପାତିତ ତୁମ ପାଇଁ.......

ପାପୀ,
ଡୁଇଟ ଡେଭିଡ ଫିଲିପ୍
ଚାଇବାଶା, ଝାଡ଼ଖଣ୍ଡ, 
୨୦/୧୦/୨୦୨୨.
Labels:
edit

No comments:

Post a Comment

Contact Here

Name

Email *

Message *