ଋଗ୍ଣ ମୁଁ କି?

ଋଗ୍ଣ ମୁଁ କି?
------
ନିଃଶ୍ୱାସ ମୁଁ ଯାହା ନେଉଛି,
ଦିଶୁଛି ମୁଁ ବଞ୍ଚିଛି,
ସକାଳୁ ସକାଳୁ ପ୍ରସାଧନେ, ଯାହା ମୁଁ ଖାଇଛି ଦେଖୁଛି, ଜୀର୍ଣ୍ଣ ହୋଇନି।

ଛିଙ୍କିଛି, ଏକାନ୍ତରେ, ବାୟୁ ମଣ୍ଡଳ ଓ ମୁଁ
ଜାଣିଛି,
ଖାଇଛି, ଯାହା ସବୁ ମୋ ଥାଳିରେ ଯାହା ପରୋଷା ଯାଇଛି।

କିଣିବା କ୍ଷମତା,
ବଜାରେ ଉପଲବ୍ଧତା,
ଦେଶର ବ୍ୟବସ୍ଥା,
ଦେଶ ବିଦେଶର ଇଣ୍ଟରନେଟ୍ ରେ ଚର୍ଚ୍ଚା,
ନିଃଶ୍ୱାସ ଓ ପ୍ରସାଧନନେ ହେଉଛି ଅସୁବିଧା।

ଛବିସ୍ ବର୍ଷ, ଘରୁ ବାହାରି,
ତେପନ ବର୍ଷ, ଜୀବନ ବିତାଇ, 
କୁପୋଷଣ ଓ କ୍ଷୁଧାର ପୃଥିବୀ ଲିଷ୍ଟ ଦେଖି,
ଉପରୁ କହୁଛନ୍ତି, କହନି କିଛି, 
ନିଃଶ୍ୱାସ ଓ ପ୍ରସାଧନନେ ବ୍ୟତିକ୍ରମ ହେଉଛି।

ସୁଦାନ, ଇଥିଓପିଆ, ରାଣ୍ଡା, କେନିୟା, ଜାମ୍ବିଆ, ନମ୍ବୋଡ଼ିଆ, ମ୍ୟାନମାର, ଘାନା, ଇରାକ, ଲିବାନନ, ଗୁଏନା, ବି 
ଭାରତଠୁ ଆଗରେ ଅଛନ୍ତି।

ପଞ୍ଚାୟତ ଓ ସ୍ଵେଚ୍ଛା ସେବୀ ଅନୁଷ୍ଠାନ ନୁହେଁ ଟେକ୍ନିକାଲ, ପଇସା ଖିଆ, 
ଏଫ ସି ଆର ଏ, ବନ୍ଦ କଲେ ହେବେ ସିଧା।

ଡୁଇଟି ଡେଭିଡ ଫିଲିପ୍
ଚଇବସା, ଝାଡ଼ଖଣ୍ଡ
୧୬/୧୦/୨୦୨୨
Labels:
edit

No comments:

Post a Comment

Contact Here

Name

Email *

Message *