ଶୁଆ ସହିତ ଶାରୀ,

ଶୁଆ ସହିତ ଶାରୀ,
------
ଶୁଆ ସହିତ ଶାରୀ,
ବଗୁଲା ସହିତ ବଗୁଲି,
ଫୁଲ ସହିତ ପ୍ରଜାପତି,
ଆଜି ବି ସମୟ କାଟୁଛନ୍ତି,

ଗ୍ରହ ସହିତ ନକ୍ଷତ୍ର,
ଖରା ସହିତ ବର୍ଷା,
ଋତୁ ସହିତ ମାସ,
ଜଙ୍ଗଲ ସହିତ ପାଣି,  
ମାଟି ସହିତ ଖଣି,
କିଏ କାହାକୁ ଛାଡ଼ୁ ନାହାନ୍ତି,

ଶାସନ ସହିତ ଜନତା,
ଆଇନ ସହିତ ବ୍ୟବସ୍ଥା,
କର୍ତ୍ତବ୍ୟ ସହିତ ଅଧିକାର,
ରାଷ୍ଟ୍ର ସହିତ ରାଷ୍ଟ୍ରବାଦି,
ପ୍ରେମ, ଆଲିଙ୍ଗନର, ସଂସ୍କାର ଆଣିଛନ୍ତି।

କିଛି ତ ଦେଖୁନୁ, 
ଲେଖକ ଓ କବି କହୁଛନ୍ତି, 
ସବୁ କଡା କଡି, ଲେଖିବୁ ଆମେ କେମିତି? 

ଡୁଇଟି ଡେଭିଡ ଫିଲିପ
ଚାଇବସା, ଝାଡ଼ଖଣ୍ଡ
୧୫/୧୦/୨୦୨୨
Labels:
edit

No comments:

Post a Comment

Contact Here

Name

Email *

Message *