କ୍ଷମା ଗୁଣ
Monday, August 1, 2022
କ୍ଷମା ଗୁଣ
କେହି ଦେଇ ପାରେ କହି ପାରେନି,
ବାପା ମାଁ ହୋଇ ପୂଜା ପାଆନ୍ତି,
ଭଗବାନଙ୍କୁ ଜଗତେ କିଏ ଦେଖିଛି,
କ୍ଷମା ଦେଇ ବାପା ମାଁ ଯୀଶୁ ଅଟନ୍ତି ।
ତ୍ୟାଗ କରି ହୁଏ କ୍ଷମା କରି ହୁଏନି
କ୍ଷମା ଦେଇ ବି ଭୁଲି ହୁଏନି,
ଖ୍ରୀଷ୍ଟ ପ୍ରେମ, ବାପାମାହିଁ କରନ୍ତି
ଭୂଲ କ୍ଷମା କରନ୍ତି ଓ ଭୁଲିବି ଯାଆନ୍ତି।
ଏପରି ଗୁଣରେ କି ସ୍ବାର୍ଥ ରହି ଥାଏ,
ପରିବର୍ତ୍ତନ ପାଇ କିଛି ଦିନ କରି ହୁଏ,
ସେବକ ଓ ସେବିକା ଶ୍ରେଷ୍ଠ ସିଏ,
କ୍ଷମା ଦେଇ ଯିଏ ଶତ୍ରୁକୁ ଆପଣାଇ ନିଏ।
edit
No comments:
Post a Comment