ମୂଷହର

ମୂଷହର
----------
ଦେଶରେ ୧୦ ଶତକଡା ଘରେ ପୋଷା କୁକୁର ନିଶ୍ଚେ ଅଛି,
ଖାଇବାକୁ ତା ପାଇ ରନ୍ଧା ହେଉଛି,
ସୋଇବାକୁ ତା ପାଇ ସ୍ଥାନ, ଘର, ବିଛଣା ସୁରକ୍ଷିତ ଅଛି,
ପିଇବା ପାଇଁ ପାଣି ଫିଲ୍ଟର ଅଛି,
ମଳ ମୂତ୍ର ପାଇ ପ୍ରସାଧନ ବ୍ୟବସ୍ଥା ଅଛି,
ରୋଗ ହେଲେ ଡାକ୍ତରୀ ଚିକିତ୍ସା ପାଉଛି,
ଶିକ୍ଷା ପାଇ ମାଲିକ ସମୟ ଦେଉଛି,
ବୁଢ଼ା ବୁଢ଼ୀ ହେଲେ ଜଗା ରଖା କରି ଲୁହ ଗଡାଉଛି,
ମରି ଗଲେ ସେ ଆହୁତି ପାଉଛି,
ଫଟୋ ରଖି ତାର କାନ୍ଥରେ ଓ ସୋସିଆଲ ମିଡିଆରେ ସେଏର୍ ହେଉଛି।

ଜମିହୀନ, ଗୃହହୀନ, ମୁଷହର ଦେଶରେ ଦଶ ଶତକଡା ହେବନି।

ଡୁଇଟି ଡେଭିଡ ଫିଲିପ
ଆମା ଟୋଲା, ଚାଇବାଶା, 
ଝାଡଖଣ୍ଡ,
୨୪/୦୭/୨୦୨୨
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *