ଅଶି ବର୍ଷ, ବିଶ୍ୱାସ କାହାକୁ କରିବ ?

ଅଶି ବର୍ଷ, ବିଶ୍ୱାସ କାହାକୁ କରିବ ?
---------------
ଦୂରେ ଥାଇ "ସେ ଚାଲି ଗଲେ ଭଲ" କହୁଛି,
ପାଖେ ସେବା କରି, "ଆଉକଛି ଦିନ ବଞ୍ଚି ଯିବକି" ଭାବୁଛି,
କାତର ଓ ଜୀବନ ଦ୍ବନ୍ଦରେ ଅଛନ୍ତି !
ଅସି ବର୍ଷ ରୋଗୀ ମନ କଥା କହି ପାରୁନି ।
"ଧରି ଦେଲେ, ପାହୁଣ୍ଡ ଟେ ଚାଲିବି",
"ବସିଲେ କିଛି ଶିଖାଇ ଦେବି",
"ସମୟ ରହେନି, ସବୁ ଯାଏ ଗଡ଼ି",
"ଦୁଃଖ ନଥିଲେ ସୁଖ ବୁଝି ହୁଏନି"।

ଅଶି ବର୍ଷ, ପାଖ, ଦୂର, ଅନ୍ତର,
ବିଶ୍ୱାସ କାହାକୁ କରିବ ।

ଡୁଇଟି ଡେଭିଡ ଫିଲିପ
ହୋଟେଲ ଗ୍ରୀନ ହୋରାଇଜନ, 
ରାଞ୍ଚି
ଝାଡଖଣ୍ଡ
୦୩/୦୭/୨୦୨୨
୯୪୩୭୧୦୪୩୦୩

edit

No comments:

Post a Comment

Contact Here

Name

Email *

Message *