ତୁମ ରାଜ୍ୟ ଅସୁ
Wednesday, July 13, 2022
ତୁମ ରାଜ୍ୟ ଅସୁ
----+++----
ରୋଜଗାର, ଅର୍ଥ, ବିଦ୍ୟା ଓ ସମ୍ମାନର,
ପେଟଯେ ଘାଣ୍ଟି ଦେଉଛି ସମସ୍ତଙ୍କର,
ଦେଖୁଛି ଅଶ୍ରୁ, ଜନ୍ମ ଓ ମୃତ୍ୟୁ ଉଭୟର,
ଛୁଆ ଓ ମା-ବାପା ବାଜି ଲଗାଉଛନ୍ତି କାହିଁକି ପୁଣି ଅର୍ଥ, ବିଦ୍ୟା, ସମ୍ମାନର ?
ଜନ୍ମ ମୃତ୍ୟୁ ହାର କମୁଛି,
ଲୋକଙ୍କ ଦୀର୍ଘାୟୁ ବଢୁଛି,
ଉନ୍ନତି ପଥରେ ଦୁନିଆବି ଦିଶୁଛି,
ଆବର୍ଜନା, ନାଳ, ପଙ୍କ ରୋଗ ଉପଚାରବି ହେଉଛି,
ଦୁଃଖ କାହିଁକି?
ମୋର ସଫଳତାରେ, ଅନ୍ୟର ବିଫଳତା ମୁଁ ପାଞ୍ଚୁଛି କି?
ରହସ୍ୟ କଣ, "ମୋ ରାଜ୍ୟ ଆଶୁ" ?
ଡୁଇଟି ଡେଭିଡ ଫିଲିପ
ବସ ଯାତ୍ରୀ, ରାଞ୍ଚି ରୁ ଜାମସେଦପୁର, ଏ ସି ବସ
ଚାଇବସା, ଝାଡ଼ଖଣ୍ଡ
୯୪୩୭୧୦୪୩୦୩
୧୩/୦୭/୨୦୨୨
edit
No comments:
Post a Comment