ଦାଗ
Thursday, July 21, 2022
ଦାଗ,
Labels:
#ଦାଗ
---------
ମୋ ଦେହରେ ଅଛି, କେତେକ ଜନ୍ମରୁ,
ଦାଗ ଆଉବି ଅଛି କେତେକ ଦୁର୍ଘଟଣାରୁ,
ଦାଗ ଦିଶିଲେ ମନେପଡ଼ି ଯାଏ ଭୁଲି ଗଲା ସ୍ମୃତିକୁ,
କହି ହୁଏନି ସେହି ସ୍ମୃତି, ଦାଗ ଜା ପାଇଛି ସେଇଠୁ ।
ଦାଗ ବୁଝି ହୁଏନା ଚନ୍ଦ୍ରମାର,
ଧର୍ଯ୍ୟ ରହେ, କାରଣ ପୁଣି ଦେଖାଦିଏ ମୁକ୍ତ ଆକାଶେ,
ଦାଗ ବୁଝି ହୁଏନା ତାର,
ହଜିଯେ ଗଲା ସେ କୁଆଡେ।
ଅଜାଗା ଘା ଦେଖାଇ ହୁଏନା,
ଡାକ୍ତର କୁ ନଦେଖାଇଲେ ମୃତ୍ୟୁ ଗୋଡ଼ଏ,
ଦାଗ, ଘା, କର୍କଟ କୁ ଭୟ ଲାଗେନା,
ଭୟ ଲାଗୁଛି ସେଇ ଦାଗ, ନଥାଇ ଯେ ମୋତେ ଗୋଡ଼ଏ ।
ଡୁଇଟି ଡେଭିଡ ଫିଲିପ
ଚାଇବାଶା, ପଶ୍ଚିମ ସିଂଭୂମ,
ଝାଡଖଣ୍ଡ
୨୧/୦୭/୨୦୨୨
୯୪୩୭୧୦୪୩୦୩
edit
No comments:
Post a Comment