ମୁଁର ଚିହ୍ନ

ମୁଁର ଚିହ୍ନ
----------
ସବୁ ପରିଶ୍ରମ ଗୋଟିଏ ଦିନରେ ଫୁ
ସାଜିଥିଲେ ସବୁ ମୋହର ପ୍ରଭୁ
ଛାତ, ତକିଆ, ବିସ୍ତର, ଟଙ୍କା, 
ଗହଣା, ଜମି, ଉପାର୍ଜନ, ସାଙ୍ଗକୁ ମୁଁ

ଛାତ ନାହିଁ ଯେ ମୁକ୍ତ ଆକାଶେ ଦେଖିଲି ଜହ୍ନ
ବରଫ ଆସି କିଟାଣୁ ମାଟିରୁ କଲା ନିଶ୍ଚିହ୍ନ
ନିଆଁ ଦେଇ ନୂଆ ଚାଷ ଚାଷୀର ଉଦ୍ୟମ
ବୀଜ, ଗଛ, ପତ୍ର, ଫୁଲ, ଫଳ ପ୍ରକୃତିର ନିୟମ

ଶୂନ୍ୟରୁ ପ୍ରାରମ୍ଭ ନାହିଁ ମୋର ମନ
ଶୂନ୍ୟରେ ଯେ ଅଛି ତ୍ରାହି ତ୍ରାହି ତାହାର
ମୁଣ୍ଡରେ ମୋରତ ଅଳିଆ ବସିଛି
ଆରମ୍ଭ ହେବ ମୋର ଫସଲ କେମିତି 

ମଳ ସଫା ଗଲେ ଦେହକୁ ଭଲ
ଜଞ୍ଜାଳି ଗଲେ ନୂଆଁ ଆରମ୍ଭ ହେବ
ସର୍ବଶାନ୍ତ ହେବା ନୂଆଁ ପାଇ ଆଶିଷ
ନିର୍ମୂଳ ହେବା ନୁହେଁକି "ମୁଁ କିଏ" ର ଛିନ୍ନ?

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *