ଆଁ କଲେ ଉତ୍ତର

ଆଁ କଲେ ଉତ୍ତର
--------------------
ବେଙ୍ଗ କାନ୍ଦିଲେ ବର୍ଷା
ଘଡ଼ଘଡିରେ ଶ୍ରାବଣୀ ଛତୁ ଫୁଟା
ଗର୍ଭ ବେଦନାରେ ପ୍ରସବ
କୁକୁଡ଼ା ଡାକିଲେ ସକାଳ
କାନ୍ଦିଲେ ଛୁଆ ଆହାର
ଭାବିଲେ କେତେ ନିିରିହ

ଭୋକ?
ବେକାରୀ?
ନାରୀ?
ବିକଳାଙ୍ଗ?
ଭୂମି ହୀନ?
ଛାତ୍ର?
ଦାଦନ?
ଖୁଚୁରା ବେପାରୀ?
ଛୋଟ ଚାଷୀ?

କୋରୋନା, ଗୋଦି ଓ ରାଜନୀତି
ଘଡି କାନ୍ଦୁଛି ଟିକ୍ ଟିକ

ଇତିହାସ ପଢ଼ୁଥିଲା, 
ଧର୍ମ, ଜାତି, ନୀତି, କେତେ ଅଧିପତି, ଭାଷା ବାଦି
ଉଠାଅନା କହୁଛି
କାନ୍ଦି କାନ୍ଦି ସୋଇଛି

ଆଁ କଲେ ଉତ୍ତର

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

Contact Here

Name

Email *

Message *