ଶୁଖିଲା ମନ

ସମ୍ମାନନୀୟ ମହାଶୟ
ପ୍ରଣାମ
ନିମ୍ନ ଲିଖିତ କବିତାକୁ ପ୍ରକାଶ କରିବାପାଇଁ ବିନମ୍ର ଅନୁରୋଧ କରୁଛି।
ଇତି
DAVID 

ଶୁଖିଲା ମନ
-------
ଶୁଖିଲା ଗଛ,
ଶୁଖିଲା ମୁଁହ,
ଶୁଖିଲା କଲମ,
ଶୁଖିଲା ହ୍ରଦ, 
ଶୁଖିଲା ନଦୀ, 
ଶୁଖିଲା ପୋଖରୀ,
ଶୁଖିଲା ଲୁହ,

ଶେଷ ନୁହେଁ, ସମୟ ଚକ୍ରର ସେସବୁ ଖାଡ଼ି,
ପରିଚୟ ଓ ସତ୍ତା ପାଇ ଦୁଃଖିତ ଆଜି,
ସ୍ରୋତରୁ ବିୟୋଗ ହୋଇ ଯାଇଛି,
ବ୍ରଭାଣ୍ଡରେ ଏ କି ନୂଆଁ କଥା ହୋଇଛି!

ଘରେ ପଶିଲେ, ତିନି ବର୍ଷର ଛୁଆ ଦଉଡ଼ି ଆସିବ, 
କଅଁଳ ହାତରେ ମୋତେ ଧରିବ,
ମୁଁ ଦାଦନ, ତାକୁ ଦେବୀ କଣ,

ତା ମାଁ କୁ ପୁଣି, 
ପୁଣି ମୋ ମାଁ ବୁଢ଼ୀ, 
ଆଉଥରେ କହିବ, 'ଗତ ଥର ବିତ କହିଥିଲି ଯାଆନି'
ମାଲିକ କହିଲା, ଜା ଆଉ ଥରେ ଆସିଲେ ଦେବି।

ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
୧୩/୧୧/୨୦୨୨
9437104303
klddavid@rediffmail.com

Contact Here

Name

Email *

Message *