Monday, April 18, 2022
ମୋ ପ୍ରଧାନ ମନ୍ତ୍ରୀଙ୍କ "ନାରା"
"କେରଳ" ଅବା "ପଶ୍ଚିମ ବଙ୍ଗ",
"ଗୁଜରାଟ" ଅବା "ପଞ୍ଜାବ"
ସବ କା ସାଥ, ସବକା ହାତ, ସବକା ବିଶ୍ୱାସ, ସବକା ପ୍ରୟାସ
-----------------------------------------------
ପ୍ରଶ୍ନ ଉଠେ ମୁଁ କାହାର?
ଆମେ ତାର......
"ସର୍ବେ ଭବନ୍ତୁ ସୁଖୀନ, ସର୍ବେ ସନ୍ତୁ ନିରମୟା ସର୍ବେ ଭଦ୍ରାଣୀ ପସ୍ୟାନ୍ତୁ, ମା କଶ୍ଚିତ ଦୁଃଖଭାଗ ଭବେତ"
ଯୁଦ୍ଧର ଜୟ ଖୁଶି ଦେଇ ପାରେ ନପାରେ
ଖେଳର ଜୟ ଖୁଶି ଦେଇ ପାରେ ନପାରେ
ନ୍ୟାୟର ଜୟ ଖୁଶି ଦେଇ ପାରେ ନପାରେ
ପରୀକ୍ଷା ର ଜୟ ଖୁଶି ଦେଇ ପାରେ ନପାରେ
ରାଜନୀତିର ଜୟ ଖୁଶି ଦେଇ ପାରେ ନପାରେ
କାର୍ଯ୍ୟ ରେ ଜୟ ଖୁଶି ଦେଇ ପାରେ ନପାରେ
ପରିଶ୍ରମରେ ଜୟ ଖୁଶି ଦେଇ ପାରେ ନପାରେ
ମୃତ୍ତୁ ରୁ ଜୟ ଖୁଶି ଦେଇ ପାରେ ନପାରେ
ଅର୍ଥ ଲାଭର ଜୟ ଖୁଶି ଦେଇ ପାରେ ନପାରେ
କିନ୍ତୁ ସତ୍ୟର ଜୟ ଖୁଶିହି ଦିଏ
ଆବିଷ୍କାର ଓ ଉଦ୍ଭାବନ, ଶ୍ରେଷ୍ଟତମ ସତ୍ୟ ଖୁଶି ହିଁ ଖୁଶି
କିନ୍ତୁ
ତ୍ୟାଗ ସର୍ବ ଶ୍ରେଷ୍ଠ ଜୟ।
କିଏ ଭଲ ନପାଏ?
ହତ୍ୟାର, ଜୟ କେବେ ହୋଇନପାରେ
ଚୋରିର, ଜୟ କେବେ ହୋଇନପାରେ
ଈର୍ଷାର, ଜୟ କେବେ ହୋଇନପାରେ
ବ୍ୟଭିଚାର, ଜୟ କେବେ ହୋଇନପାରେ
ଲୋଭର, ଜୟ କେବେ ହୋଇନପାରେ
ଏସବୁ ନିଶ୍ଚିତ ହାର
ଏସବୁ ଭିତରେ ମିଛ
ସର୍ବ ଶ୍ରେଷ୍ଠ ହାର
ଗରିବ ହେଉ କି ଧନୀ
ପାଠୁଆ ହେଉ କି ଅପାଠୁଆ
ଦେଶି ହେଉ ବା ବିଦେଶୀ
ପୁଅ ହେଉ ବା ଝିଅ
ସରକାରୀ ହେଉ ବା ବେସରକାରୀ
ଶିକ୍ଷକ ହେଉ ବା ଗୁରୁ
ବିକ୍ରେତା ହେଉ ବା କ୍ରେତା
ତାର ଦାୟଦ, ମିଛୁଆ
ବାପା ମିଛୁଆତ?
ମା ମିଛୁଆତ?
ଶାସକ ମିଛୁଆତ?
ବିଚାର ପତି ମିଛୁଆତ?
ମନ୍ତ୍ରୀ ମିଛୁଆତ?
ମିଛ,
ଫାଶୀ ରୁ ବଞ୍ଚାଇବା ପାଇ କୁହା ଜାଇ ପାରେକି?
ଦେଶକୁ ବଞ୍ଚାଇବା ପାଇ କୁହା ଜାଇ ପାରେକି?
ଗଦୀ ବଞ୍ଚାଇବା ପାଇ କୁହା ଜାଇ ପାରେକି?
ମୋର ମିଛ କାହାକୁ ବଞ୍ଚାଉଛି?
ମୁଁ ଆଉ ଆପଣ ମିଛ କହୁଛୁକି?
ମୋର ମିଛର ଦାୟଦ କିଏ?
ମିଛର ଚକ୍ର?
ସର୍ବେ ଭବନ୍ତୁ ମିଛୁଆ, ସର୍ବେ ସନ୍ତୁ ମିଛୁଆ ସର୍ବେ ମିଛୁଆ ପସ୍ୟାନ୍ତୁ, ମା କଶ୍ଚିତ ମିଛୁଆ ଭବେତ!
ସତ୍ୟର ଦାୟଦ
"ସର୍ବେ ଭବନ୍ତୁ ସୁଖୀନ, ସର୍ବେ ସନ୍ତୁ ନିରମୟା ସର୍ବେ ଭଦ୍ରାଣୀ ପସ୍ୟାନ୍ତୁ, ମା କଶ୍ଚିତ ଦୁଃଖଭାଗ ଭବେତ"!
ଅନ୍ୟ ଭାଷାରେ
"କେରଳ" ଅବା "ପଶ୍ଚିମ ବଙ୍ଗ",
"ଗୁଜରାଟ" ଅବା "ପଞ୍ଜାବ"
ସବ କା ସାଥ, ସବକା ହାତ, ସବକା ବିଶ୍ୱାସ, ସବକା ପ୍ରୟାସ
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କlଟlପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩