Thursday, November 10, 2022
ସମ୍ମାନନୀୟ ମହୋଦୟ,
ବିନମ୍ର ପ୍ରଣାମ ଗ୍ରହଣ କରନ୍ତୁ,
ନିମ୍ନ ଲିଖିତ କବିତା ମୋ ନିଜସ୍ଵ। ମୁଁ ବିହାର ଓ ଝାଡ଼ଖ୍ଡରେ ସମାଜ ସେବା କରୁଛି।
ସାମାଜିକ ଅନ୍ନତି ପାଇଁ ମୋର କବିତା ମାନ ଉଦ୍ଦିଷ୍ଟ।
ଦୟାକରି, ଏହି କବିତାଟିକୁ ପ୍ରକାଶ କରିଲେ ମୁଁ ଚିର ଉପକୃତ ରହିବି।
ଇତି
ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
୧୧/୧୧/୨୦୨୨
9437104303
klddavid@rediffmail.com
ଉର୍ଦ୍ଧ୍ବରେ ନାହିଁ କିଛି
-------
ହେତୁବାଦି ବା ଅହେତୁବାଦୀ,
ସମସ୍ତେ ହେଉଛନ୍ତି ସୁବିଧାଵାଦୀ,
ଯେ ପର୍ଯ୍ୟନ୍ତ, ବିଜ୍ଞାନ କାମ ଦେଉଛି,
ଦୁଇ ମତ ହେବା ଠିକ୍ ହେଉନି।
ସୁବିଧାଵାଦୀ ହେବା ଠିକ୍ ଅଛି,
କିନ୍ତୁ, ଯଦି ହେଉନାହିଁ ପ୍ରକୃତିରବି କ୍ଷତି,
ମୁଁ କଣ ଖାଇବି, ପିନ୍ଧିବି, କରିବି,
କୋର୍ଟ ନୁହଁ, ବିଜ୍ଞାନ ପାଖରେ ଉତ୍ତର ଅଛି।
ସମ୍ମାନ ନକଲେବି, ଅସମ୍ମାନ ନକରିବା ଶିଖିବା ଉଚିତ୍,
ଆମର ତ ବିଭିନ୍ନତାର ସମାଜ ରହିଛି,
ନହେଲେ ଶାନ୍ତିରେ ରହିବା କେମିତି?
ମନେ ରଖିବା, ଅସମ୍ମାନ କରିବା ଆମର ଅଧିକାର ନାହିଁ,
ବିଜ୍ଞାନ ଓ ସମ୍ବିଧାନର ଉର୍ଦ୍ଧ୍ବରେ ନାହିଁ କିଛି,
ନ ମାନିଲେ ଦଣ୍ଡ ଓ ଅପମାନ ନିଶ୍ଚେ ଅଛି।
ବିଜ୍ଞାନ ତ ବଦଳାଇ ପାରିବେନି କେହି,
କିଛି ଲାଗିଛନ୍ତି, ସମ୍ବିଧାନ ବଦଳାଇ ଦେବା କେମିତି ଓ....
ବିଜ୍ଞାନକୁ ବି ନେବା କୋର୍ଟକୁ କେମିତି?
----
(ଅପମାନିତଙ୍କୁ ସମର୍ପିତ)
------
ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
୧୦/୧୧/୨୦୨୨
9437104303
klddavid@rediffmail.com