ଧର୍ମ ନା ଗଣତନ୍ତ୍ର ନା ଆଧିପତ୍ୟ

ଧର୍ମ ନା ଗଣତନ୍ତ୍ର ନା ଆଧିପତ୍ୟ
--------------------------------
ପାପ ପୁଣ୍ୟ
ସ୍ବର୍ଗ ମର୍ତ୍ତ୍ୟ
ପାତାଳ ଜମ
ଦୂତ, ବ୍ରହ୍ମ
ସବୁ ଧର୍ମର ଏହି ବିଶ୍ୱାସ ଅବା ଭ୍ରମ

ପ୍ରେମ, ଶାନ୍ତି, ଐଶ୍ୱରୀୟ ଗୁଣ
ମାନବିକତା ବ୍ରହ୍ମ ବିନା ପ୍ରେମ, ଶାନ୍ତି, ଦୟାରେ ପୂର୍ଣ୍ଣ

ମାନବିକତା କୁ ଡେଇଁ ପାଳୁଛୁ ଧର୍ମ
ବ୍ୟାଭିଚାର, ଲୁଣ୍ଠନ ହତ୍ୟା କରି 
ଗଣତନ୍ତ୍ର -ଧର୍ମ ଏକଛତ୍ରବାଦ ଅକ୍ଷୁର୍ଣ୍ଣ

ଗ୍ରୀକ୍, ଭାରତ ଗଣତନ୍ତ୍ରର ପିତା
ଧର୍ମ ଓ ଗଣତନ୍ତ୍ର ଧରି ଚାଲିଛି ହତ୍ୟା

ୟୁକ୍ରେନ, ହେଉ କି ତାଇୱାନ, 
ଆଫ୍ରିକା ହେଉ କି ଏସିଆ
କେଉଁଠି ନହେଉଛି ଉଲଙ୍ଗ ଓ ହତ୍ୟା

ଶିଶୁ, ବୃଦ୍ଧ, ଭିନ୍ନକ୍ଷମ, ମହିଳା
ପୁଞ୍ଜିବାଦ ମିଲରେ କଞ୍ଚା ମାଲ

ବସ୍ତୁବାଦ, ପୁଞ୍ଜିବାଦ, ସାମ୍ୟବାଦ ସବୁ ସମାନ
ଘାଣ୍ଟି ହେଉଛି ଛାତ୍ର, କାହାକୁ କରିବ ପ୍ରତିବାଦ

ଏପଥାଏଡ, ଦାସ ପ୍ରଥା, ଉପନିବେଶ ଅର୍ଥ ନୀତି
ଖ୍ରୀଷ୍ଟିଆନ, ହିନ୍ଦୁ, ମୁସଲମାନ ଏକ, ଧର୍ମ ଧରିଛି

ଭୋଟ ଦେବା କାହାକୁ
ଆଧିପତ୍ୟ  ବଢିବ ଯେଉଁଠୁ

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

Contact Here

Name

Email *

Message *