ରାତିକୁ ମୁଁ ଭଲପାଏ

ରାତିକୁ ମୁଁ ଭଲପାଏ
-----------------------
ରାତିକୁ ମୁଁ ଭଲପାଏ,
ମୁଁ, ମୋର ଓ ଏ ଜଗତ ଲୁଚିଯାଏ,
ଚନ୍ଦ୍ର ସେଠି ଭଲ ଦିଶେ,
ମୁଁ ମୋର ଅବୟବ ସବୁ କିଏ, କଣ ଜାଣି ପାରେ, ବିଶ୍ରାମ ପାଏ,
ନିଦ୍ରିତ ଓ ନିସ୍ତବ୍ଧ ସମୟ ଓ ମୋ ଦେହ କିଛି ସମୟ ପରେ ଖେଳିଯାଏ,
ମାତୁଆଲ ହୋଇ ଧୀରେ ଧୀରେ ଜାଗ୍ରତ ହୁଏ,
ସୂର୍ଯ୍ୟକୁ ଜଗେ, 
ସକାଳ ଆଶେ,
ମୁଁ ସତେଜ, ମୁଁ ନିଜେ ଜାଣେ,

କିଏ ଛୁଏ ଯେ,
ରାତିକୁ ମୁଁ ଏତେ ଭଲପାଏ ?


ଡୁଇଟି ଡେଭିଡ ଫିଲିପ
ଆମା ଟୋଲା, ଚାଇବାଶା, 
ଝାଡଖଣ୍ଡ,
୨୮/୦୭/୨୦୨୨
୯୪୩୭୧୦୪୩୦୩

Contact Here

Name

Email *

Message *