Wednesday, April 20, 2022
ରକ୍ତ
-------
ରକ୍ତ ରେ ରକ୍ତ
ଦରକାର ହେଲେ ହସ୍ପିଟାଲ ବେଡ ରେ ମିଶୁଛି
ରକ୍ତ କୁ ରକ୍ତ ଛି କହୁଛି
ରାସ୍ତାରେ ରକ୍ତ ଗଡୁଛି
ରକ୍ତ ଦୁଧ ହୋଇ ଜୀବନ ଦେଉଛି
ଦୁଧରେ ପାଣି ମିସେଇ କିଏ ଜୀର୍ଣ୍ଣ କରୁଛି
ଦୁଧରେ ପାଣି ମିଶାଇ ଅର୍ଥ ପାଇ ଅନର୍ଥ କରୁଛି
ମାଁ ତୋ ରକ୍ତ ଦୁଧରେ ପିଇଛି
ଟାଣି ଟାଣି ତୋତେ କାଇଲା କରିଛି
ଏବେ ଟାଣି ଟାଣି
ପାଣି, ପବନ, ଖାଦ୍ୟ, ଛାଇ ପାଇ
ମାଟି ମୁଁ ତୋତେ ଶୋଷୁଛି
ପଣ ପାଇ ରକ୍ତ ବାଜି ଲାଗୁଛି
ମୋ ହିଂସା ଜନ୍ମରୁ ଆରମ୍ଭ
ବଡ ହୋଇ ଖାଲି
ମୁଁ
ମାଁ ବଦଳାଇଛି
ଡୁଇଟ୍ ଡେଭିଡ ଫିଲିପ
ଏଲ.ଡି, ହାଉସ
ଆମ୍ଲାତୋଳା
ଚାଇବାସା, ଝାଡ଼ଖଣ୍ଡ,
୯୪୩୭୧୦୪୩୦୩