ବାଃ ରେ ମଣିଷ ମୁଁହ

ବାଃ ରେ ମଣିଷ ମୁଁହ
-------------------
ସାତ ସୁର,
ତିନି ତାଳ,
ପ୍ରକୃତି ଭିତର ଗନ୍ତା ଘର,
ନହେଲେ ହେଉନି ସପ୍ତ ରଙ୍ଗ।

ପଞ୍ଚଭୂତରୁ ସବୁ ଯିବ,
ଝରଣା, ନୀଳ ଆକାଶ, ସବୁଜ ବନାନୀ, ରଜନୀ, ରବୀ ଇତ୍ୟାଦି, 
ମଣିଷ ମୁଁହ ସୂକ୍ଷ୍ମ, ସବୁରି ସମାହାର ସେଇଠି, 
ଭିନ୍ନ କେବଳ ସମୟ ଓ ପରିସ୍ଥିତି,
ମୁଁ, ତୁମେ, ସେମାନେ ।

ଯାହା ନ ହୁଏ ପ୍ରତିଫଳିତ,
ଗରଳ ହେଉକି ଅମୃତ,
ଭାବ ବିନିମୟେ ମଣିଷ,
ସୃଷ୍ଟିର ସାର ବିଚିତ୍ର, ମଣିଷ ମୁଁହରେ ପରିପୂର୍ଣ ।

ଡୁଇଟ ଡେଭିଡ ଫିଲିପ
(ସୁମ ଅଲ୍ଟିମେଟ ହସ୍ପିଟାଲ, ଭୁବନେଶ୍ୱର, ଓଡ଼ିଶା)
ଲେହେରି ଥାନା
ବିହାର ଶରିଫ,
ନାଳନ୍ଦା, ବିହାର
୮୦୩୧୦୧

Contact Here

Name

Email *

Message *