ପ୍ରେମ ଅନୁଭବ

ପ୍ରେମ ଅନୁଭବ
--------
ଗଣନା ଠୁଁ ଅଧିକ,
ଗ୍ରହଣ କରେ, ସଂଶୋଧନ କରେ, ପ୍ରତ୍ୟାଖ୍ୟାନ କରେ, ବନ୍ଦ କରେ,

ବାରମ୍ବାର ମନେ ପଡେ 
ଥରକଟେ ଯଥେଷ୍ଟ,

କୋର୍ଟ କୋଠରୀ କିମ୍ବା
ଶୋଇବା କୋଠରୀ,
ମୃତ୍ୟୁ ଶଯ୍ୟା କିମ୍ବା,
ଅସ୍ତ୍ରୋପଚାର ଶଯ୍ୟା,

କ୍ରୁଶ ଉପରେ,
କିମ୍ବା, ସିଂହ ଗୁମ୍ଫାରେ,

ପ୍ରେମ କହେ,
ଦୂରତା ଏବଂ ଘନିଷ୍ଠତା ମାନେ ରଖେନା,

ଏହା ଏକ ଅନୁଭବ,
ପରିପ୍ରକାଶ, କେବେ କେମିତି ହୋଇ ଯାଇଛି,

ଜଣେ ଦେଖିବା, ଶୁଣିବା, ଚାଖିବା, ସ୍ପର୍ଶ କରିବାର କ୍ଷମତା ହରାଇଥାଇପାରେ,

ହୃଦୟରେ କହେ, ମୁଁ ଭଲ ପାଏ ......
ପ୍ରେମର ଭ୍ରୁଣ,
ପ୍ରେମରେ ଭ୍ରୁଣ,
ମୁଁ ଆଜି ଯାହା, ତାହା କିଏ ଜଣେ ଭଲ ପାଇଥିବାରୁ |

ଡେଭିଡ୍ ଫିଲିପ୍ |
ଚାଇବାଶା, ଝାଡଖଣ୍ଡ |
03/11/2022
9437104303
klddavid@rediffmail.com

Contact Here

Name

Email *

Message *