ନାଳନ୍ଦାକୁ ହୁଏନସାଂଗ୍ ଆଉ ଆଶୁ ନାହାନ୍ତି

ନାଳନ୍ଦାକୁ ହୁଏନସାଂଗ୍ ଆଉ ଆଶୁ ନାହାନ୍ତି
--------------------------
ତାକୁତ ଖଣ୍ଡ ଖଣ୍ଡ କଲ
ପୋଡ଼ିଲ,
ପୋତୀଲ, ସମୟ ହେଉ କି ଯୁଗ,
ଭଗ୍ନ ସ୍ତୁପ ତ ନୁହେଁ, ଖଣ୍ଡର

ଆମେ କିଛି ସୁପ୍ତ, ଏବେ ପଜ୍ୟଟକ,
ବାହାରିଛୁ ଇତିହାସ ଲେଖିବୁ.....
ବିଭ୍ତ୍ସ ମୃତ୍ୟୁର ସନ୍ଦିଗ୍ଧ ଦୋଷୀକୁ ସଂଦ୍ଦେହ କରି

ବାପା କହୁଛନ୍ତି,
ଚୁ କାହିଁକି ଚୁପ୍ ହୋଇ ପାରୁନୁ,
ସାଙ୍ଗ କହୁଛି, 
ଦେଶ ସେବା ଅନ୍ୟ ପ୍ରକାରେବି କରି ହେବ,
ଭଉଣୀ କହୁଛି, 
ପରିଣାମ ଭୋଗିବାକୁ ରେଡିତ,
ପର୍ଯ୍ୟଟକ ପରି, ଲେଖିଦେଲେ ହେବନି,
ନେତା କହୁଛନ୍ତୀ, 
ଭଲତ ଲେଖୁଛୁ,
ତୋ ନାଁରେ ତୋ ଲେଖା ବାହାର କରିବିତ,
ଆଉ କିଏ କହୁଛି, 
ତୁମେ ଭାବ ପ୍ରବଣ ହେଉଛ, 
ନିଜକୁ କଣ୍ଟ୍ରୋଲ କର

ଜଣେ କହିଲେ, ସନ୍ଦ୍ଦିହାନ ଖାସିଗଲେ ମୁଁ ୧୦୦ ନଡ଼ିଆ ଠାକୁରଙ୍କୁ ଦେବି,
ଆଉ ୧୦୦ ର ନଡ଼ିଆ ତମେ, (ମାନେ) ମୁଁ ପଇଠ କରିବି,
ଇତିହାସ ବରଂଚ, ଦାୟୀ କରୁ,
ଖିଲଜି କୁ ଆଉ କାହିଁକି ଖୋଜୁଛ

ଆଉ ଜଣେ କହିଲେ
ତୁମେ, ସନ୍ଦିଗ୍ଧଙ୍କୁ ଏର୍ଷା କରୁଛ

ଆଉ ଜଣେ କହୁଛନ୍ତି
ଏହା ସବୁ ରାଜନୀତି

ଆଉ କହୁଛନ୍ତି
ସମସ୍ତେ ବିକ୍ରି ଯାଇଛନ୍ତି,

ସବୁ ଦଳ, ସମାଜ, ସରକାରୀ, ବେସରକାରୀ, ଇଉନିଅନ୍, ବେକାରୀ, ଠିକାଦାର, ସାମ୍ବାଦିକ, ସବୁ ପ୍ରକାର  ସଂଘ, 
ସବୁ ତା ପଇଶାରେ ଆତ୍ମ ଗୋପନ ଓ ସାଲିସ କରୁଛନ୍ତି


ଚାକିରି ପାଇ, ଚିକିତ୍ସା ପାଇ, କଥା କୁହା ବେକାରୀ ପାଇ, ସମସ୍ତଙ୍କ ଦି ମୁଠା ଆଜି ତା ପାଇ, 
ଚିନ ଦେଶ 

ସବୁ ମଜବୁ୍ର,
ସବୁ ମଜବୁର, ତା ଦ୍ବାର ମୁହଁରେ

ବ୍ୟବସାୟୀ, ଚାଷୀ, ଚାକିରିଆ, 
ଲେଖାଳି, ତା' ବିନା ବଜାରରେ ବିକ୍ରି ଯାଉନି

ତେଜସ୍ଵୀ ନେତା, ନୃଷିଙ୍ଗ ମିଶ୍ର ଆଜି ଚୁପ୍......
ନେତା, ସିନ୍ଧିଆ ପରା,  ତ।ଙ୍କୁ ପ୍ରଶଂସା.....

ଗ୍ୟାସ ଓ ପେଟ୍ରୋଲ ଆଳରେ ସଶକବି ବିକ୍ଷୋପରେ, 

ମୁଁ କହୁଛି
"ତାର ବିଭସହ ମୃତ୍ୟରେ କେହି ଯଦି ଫାଶୀ ପାଇବେନି, ଇତିହାସ
ଆଜିର ଶ୍ରୀ ଶାସକଙ୍କୁ, କଣ କ୍ଷମାକରିବ"

"ଗଣତନ୍ତ୍ର,
ପୋଲିସ,
ଅମଲା ତନ୍ତ୍ର,
ଉଚ୍ଚ ଶିକ୍ଷିତ, ଆଇଏଏସ, ଆଇପିଏସ
ନାଗରିକ ପଣିଆ
୨୦୨୧ ନ ସରୁଣୁ ମରିଯାଇଛି କି?"

ଏବେତ କହିଥିଲୁ, ଆମ ଶାସନ ଆମେ କରିବୁ।

ଅନେକେ କହୁଛନ୍ତି
ତୋର ଲେଖା ଏଥର ଡାଇରେକ୍ଟ ହେଲା
ଆଉ କବିତା ହେଉନି......

ମୁଁ ବି ଏହା କହୁଛି,
ନାଳନ୍ଦା ବିହାର ସିନା ଆସିଛି,

ନାଳନ୍ଦା ବିତ ଆଉ କଥା କହୁନି
କେବଠୁ ସୋଇଛି

ସେଦିନ
ଖିଲିଯି ଅନେକଙ୍କୁ ଅନେକ ଯୁଗ ପାଇଁ ଶୁଆଇ ଦେଇ ସାରିଛି, ଆଉ ଉଠୁନି,

ଆଗେ ଚଣ୍ଡାଶୋକ ଧର୍ମାଶୋକ ହେଉଥିଲେ,
ଏବେ ଧର୍ମାଶୋକ ସବୁ ଚଣ୍ଡାଶୋକ

ସେଥିପାଇଁ ଆଉ ହୁଏଂଶାଙ୍ଗ୍ ନାଳନ୍ଦା ଆସୁନାହାନ୍ତି
ଡେଭିଡ ଫିଳିପ,ପିଲାବିକା କଳାହାଣ୍ଡିରୁ "ଗରିବି ଉଠାଓ" ନାଳନ୍ଦାରେ

ପକ୍ଷୀ ଆକାଶରେ, ବାୟୁ ଅଛି ନା ନାଇ ସନ୍ଦେହ 
ପାଣିରେ ଅଛି ମାଛ, ବଞ୍ଛିଛି କହିଲେ ସନ୍ଦେହ

ମୁଁ ଲେଖି ଜଣାଉଛି,
"ନାଳନ୍ଦା ବିହାରରେ ଆଉ ବିଶ୍ଵବିଦ୍ୟାଳୟ ନାହିଁ"
ବିଶ୍ୱାସ କଲେତ!

ନାମ: ଡୁଇଟ୍ ଡେଭିଡ ଫିଲିପ୍
ଲେହେରି ଥାନା
କଟା ପାର, 
ବାହାର ଶରିଫ, ନାଳନ୍ଦା, ବିହାର
ପିନ୍: 803101
ଦୂର ଭାଷା: ୯୪୩୭୧୦୪୩୦୩
ଇ ମେଲ୍: klddavid@rediffmail.com

Contact Here

Name

Email *

Message *