ତୁମେ କଣ ଏଠି କରୁଛ

ତୁମେ କଣ ଏଠି କରୁଛ
---------------------
ହାଏ ମୁଁ ଆଇନର ଛାତ୍ର କାହିଁକି ହେଲି
ହାଏ ମୁଁ ଗଣତନ୍ତ୍ର ରେ କାହିଁକି ଜନ୍ମ ହେଲି
ହାଏ ମୁଁ ସମାଜ ସେବାରେ କାହିଁକି ପଶିଲି
ରାଜା ନୀତି ବି ସବୁ ଦିନ ଦେଖିଲି
ବିଚାରାଳୟ ର ଏତେ ନିଷ୍ପତି କାହିଁକି ପଢିଲି...

ଆଖି ବନ୍ଦ କରି ରହି ହେଉନି,
ମୁଁହ ନ ଖୋଲି ରହି ହେଉନି,
କାନ ନ ଖୋଲି ରହି ହେଉନି,

କହିଲେ "ପ୍ରମାଣ ଥିଲେ ଦୋଷୀ ଦଣ୍ଡ ପାଇବେ"

ଦଣ୍ଡ ......... କିଏ ଦିଏ
କୋଟ ନା ସରକାର

କୋଟ ରେ କଥା ଥିଲେ କିଏ ମୁଁହ ଖୋଲେ?
ପ୍ରମାଣ ଖୋଜିବାରେ କଣ ସବୁ ପ୍ରଚେଷ୍ଟା କରହେଲା?

ବାପା ର ଲୁଙ୍ଗି
କିଏ କେବେ ଟାଣିଛି, ନା ଟାଣୀବ

ଗାନ୍ଧୀ ଙ୍କ ମାଙ୍କଡ
ମୁଁ କାହିଁକି ନ ହେଲି

ମୁଁ ଦେଖିନି
ମୁଁ ସୁଣିନି
ମୁଁ କହିନି

ଗାନ୍ଧିଜୀ ତୁମ ଭାରତର ଶାସନ ର ମୁଁ ଜଣେ ପ୍ରମୁଖ

ମୋତେ ଶାବାଶ କହିଦିଅ

ଶେଷରେ ସମସ୍ଥେ

ଦେଖିଲି
ଶୁଣିଲି
କହିଲି

ଡୁଇଟି ଡେଭିଡ ଫୀଳିପ
ଲେହିରି ଥାନା
ବିହାର ଶରିଫ୍
ନାଳନ୍ଦା
ବିହାର, ୮୦୩୧୦୧

ତୁମେ କଣ ଏଠି କରୁଛ
କବିତାରେ ଜାମା ପିଧାଉଛି

ଆଇନର
ଗଣତନ୍ତ୍ରର
ସମାଜ ସେବାର
ରାଜା ନୀତିର
ବିଚାରାଳୟର

ନ ହେଲେ ସବୁ ଦିଶୁଛି

Contact Here

Name

Email *

Message *